ଜୀବନ ଓ ସଫଳତା – ଜୟା କିଶୋରୀଙ୍କ ୧୦ଟି ବାଣୀ

ଡେସ୍କ: ଆଧୁନିକ ଦୁନିଆର ମୀରା ନାମରେ ପରିଚିତ ଜୟା କିଶୋରୀ ଭଗବାନ ଶ୍ରୀକୃଷ୍ଣଙ୍କ ଜଣେ ଭକ୍ତ ଓ ଉପାସକ। ତାଙ୍କର କଥା ସବୁ ବର୍ଗର ଲୋକଙ୍କ ପାଇଁ ଉପଯୋଗୀ। ପଶ୍ଚିମବଙ୍ଗର କୋଲକାତାରେ ଜନ୍ମିତ ଜୟ କିଶୋରୀ ଏକାଧାରରେ ଜଣେ କଣ୍ଠଶିଳ୍ପୀ, ସଙ୍ଗୀତଜ୍ଞ, ଆଧ୍ୟାତ୍ମିକ ନେତା ଏବଂ ପ୍ରେରଣାଦାୟୀ ବକ୍ତା। ଆସନ୍ତୁ ଜାଣିବା ସଫଳତା ହାସଲ କରିବା ଏବଂ ସୁଖ ପାଇବା ଉପରେ ଜୟା କିଶୋରୀଙ୍କ କିଛି ବାଣୀ ସମ୍ପର୍କରେ। – ସମସ୍ତଙ୍କ ଜୀବନରେ ଜିତ ହାର ଆସିଥାଏ। … Continue reading ଜୀବନ ଓ ସଫଳତା – ଜୟା କିଶୋରୀଙ୍କ ୧୦ଟି ବାଣୀ