ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଅନ୍ତର୍ଗତ ଆରଆର ଭେଙ୍କଟପୂରମ ଗାଁରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରି ଏଲଜି ପଲିମରରୁ ଗୁରୁବାର ଭୋର ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ହଜାରରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି।
https://www.youtube.com/watch?v=sOBbUoP8nf8
ତେବେ ଗ୍ୟାସ୍ ଲିକ୍ ପରେ ସ୍ଥାନୀୟ ଅଞ୍ଚଳର ଦୃଶ୍ୟ ଯେପରି ରହିଥିଲା ତାହା ଅତ୍ୟନ୍ତ ହୃଦୟ ବିଦାରକ ନିଶ୍ଚୟ। ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବାବେଳେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆଖପାଖ ଗାଁ ଖାଲି କରାଯାଇଥିଲା।
https://www.youtube.com/watch?v=5WLc83iD88c



