www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ ; ଲାଇଭ୍ ଚୋରି ଦୃଶ୍ୟ, ଚଳନ୍ତା ଟ୍ରକରୁ କଲେ ଚୋରି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେତେବେଳେ କେଉଁ ଭିଡିଓ ଦେଖିବାକୁ ମିଳିବ ତାହା କହିବା ମୁସ୍କିଲ। ଅନେକ ସମୟରେ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଖୁବ୍ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏବେ ଏଭଳି ହିଁ ଏକ ଭିଡିଓ ବେଶ ଭାଇରାଲ ହେଉଛି। ଏକ ଚଳନ୍ତା ଟ୍ରକରେ ଯୁବକ ଚଢି କିଭଳି ଚୋରି କରୁଛନ୍ତି, ତାହା ଭିଡିଓ ନଦେଖିଲେ ବିଶ୍ୱାସ କରିବେ ନାହିଁ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।

ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

- Advertisement -

ଭିଡିଓରେ ଆପଣ ଦେଖିପାରିବେ, ରାସ୍ତାରେ ଏକ ଟ୍ରକ ଯାଉଛି। ଟ୍ରକ ପଛରେ ବାଇରେ ଯାଉଥିବା ୩ ଜଣ ଯୁବକ ନଜର ଆସୁଛନ୍ତି। ୨ ଜଣ ଯୁବକ ଟ୍ରକ ଉପରେ ଚଢି ଟ୍ରକରେ ଥିବା ଜିନିଷ ତଳକୁ ଫୋପାଡି ଏହାକୁ ଚୋରି କରୁଛନ୍ତି। ଚଳନ୍ତା ଟ୍ରକ ଉପରେ ୨ ଜଣ ଚଢି ଏକ ବଡ ପ୍ୟାକେଟକୁ ତଳକୁ ଫିଙ୍ଗି ଦେଉଛନ୍ତି। ସେହି ରାସ୍ତାରେ କାରରେ ଯାଉଥିବା ବ୍ୟକ୍ତି ବିଶେଷ ଏହି ଭିଡିଓ ରେକର୍ଡ କରିଛନ୍ତି। ୨ ଯୁବକ ଚଳନ୍ତା ଟ୍ରକରୁ ସିଧାସଳଖ ବାଇକକୁ ଡେଇଁ ବସୁଛନ୍ତି। ମାତ୍ର ଏହି ଚୋରି ଘଟଣା ବିଷୟରେ ଟ୍ରକ ଚାଳକଙ୍କୁ କିଛି ମଧ୍ୟ ଜଣାପଡି ନାହିଁ। ଭିଡିଓଟି ମଧ୍ୟପ୍ରଦେଶର ବୋଲି କୁହାଯାଉଛି। ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଅଧିକ ଦିନ ଧରି ଗୋଟିଏ ତକିଆ ବ୍ୟବହାର କରୁଛନ୍ତି କି? କେବେ ବଦଳାଇବେ, ନଚେତ୍ ହେବ ଏସବୁ ସମସ୍ୟା..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories