ଅଧିକ ଦିନ ଧରି ଗୋଟିଏ ତକିଆ ବ୍ୟବହାର କରୁଛନ୍ତି କି? କେବେ ବଦଳାଇବେ, ନଚେତ୍ ହେବ ଏସବୁ ସମସ୍ୟା..

ତକିଆକୁ ନେଇ ଅଣଦେଖା କରିବା ଉଚିତ୍ ନୁହେଁ। କାରଣ ତକିଆ କାରଣରୁ ଅନେକ ବ୍ୟାକ୍ଟେରିଆ ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇ ଥାଆନ୍ତି। ଏହି କାରଣରୁ ତକିଆକୁ ସଠିକ୍ ସମୟରେ ବଦଳାଇବା ନିତାନ୍ତ ଆବଶ୍ୟକ। ସୁସ୍ଥ ରହିବା ପାଇଁ ବିଛଣା ସହ ତକିଆ ସଫା ହେବା ଉଚିତ୍। ବିଛଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ତକିଆ। ତକିଆ ପାଇଁ ଅନେକ ଲୋକଙ୍କୁ ନିଦ ମଧ୍ୟ ଭଲରେ ହୋଇନଥାଏ। ଲଗାତାର ତକିଆ ବ୍ୟବହାର କରିବା ଦ୍ୱାରା ଏହାର … Continue reading ଅଧିକ ଦିନ ଧରି ଗୋଟିଏ ତକିଆ ବ୍ୟବହାର କରୁଛନ୍ତି କି? କେବେ ବଦଳାଇବେ, ନଚେତ୍ ହେବ ଏସବୁ ସମସ୍ୟା..