www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଦିଗ ପ୍ରତି ଧ୍ୟାନ ଦେଲେ ହୋଇଥାଏ ଧନବୃଦ୍ଧି

ସଭିଏଁ ଚାହିଁଥାଆନ୍ତି ଗୃହରେ ସୁଖଶାନ୍ତିର ବାତାବରଣ ରହୁ, ସଦସ୍ୟଙ୍କ ମଧ୍ୟରେ ଉତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ରହୁ, ଧନର ଆଗମନ ହେଉ, ନକରାତ୍ମକ ଶକ୍ତି ଦୂର ହେଉ। ଏହିସବୁ ଜିନିଷ ପାଇଁ ଆପଣଙ୍କୁ କେତେକ ଦିଗ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ଜାଣତରେ ଅଜାଣତରେ ହେଉଥିବା ସେହି ଭୁଲ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜାଣନ୍ତୁ….
– ଭୋଜନ କରିବା ସମୟରେ ପୂର୍ବ କିମ୍ବା ଉତର ଦିଗକୁ ମୁହଁ କରି ଭୋଜନ କରନ୍ତୁ।
– ଜୋତା ଚପଲ ପିନ୍ଧି ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନହାନି ହୋଇଥାଏ। ଧନର ଅଭାବ ଲାଗି ରହିଥାଏ।
– ଭଗବାନଙ୍କ ନିକଟରେ ଲାଗି ହେଉଥିବା ଫୁଲକୁ ଘରେ ରଖନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଘରେ ଶୁଖିଲା ଫୁଲ ରଖିବା ଉଚିତ ନୁହେଁ। ଧନର କ୍ଷୟ ହୋଇଥାଏ ବୋଲି ମଧ୍ୟ କୁହାଯାଏ।
– ଅଁଇଠା ହାତରେ ଘିଅ କିମ୍ବା କ୍ଷୀରକୁ ସ୍ପର୍ଶ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ଅଭାବ ହୋଇନଥାଏ।
– ରାତିରେ ଦହିର ସେବନ କରନ୍ତୁ ନାହିଁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories