www.samajalive.in
Monday, December 15, 2025
14.1 C
Bhubaneswar

ଉନ୍ମୁକ୍ତଙ୍କ ବିବିଏଲ୍‌ ପଦାର୍ପଣ

ମେଲବୋର୍ଣ୍ଣ: ଉନ୍ମୁକ୍ତ ଚାନ୍ଦ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ଲିଗ୍‌ ବିଗ୍‌ ବାସ୍ ଲିଗ୍‌ (ବିବିଏଲ୍‌)ରେ ଖେଳିବାରେ ସଫଳ ହୋଇଛନ୍ତି। ସେ ମେଲବୋର୍ଣ୍ଣ ରେନେଗେଡ୍‌ସ ପକ୍ଷରୁ ମଙ୍ଗଳବାର ଖେଳା ଯାଇଥିବା ହୋବାର୍ଟ ହରିକେନ୍‌ସ ବିପକ୍ଷ ମ୍ୟାଚରେ ଉନ୍ମୁକ୍ତ ବିବିଏଲ୍‌ ପଦାର୍ପଣ କରିଛନ୍ତି। ଉକ୍ତ ମ୍ୟାଚରେ ହୋବାର୍ଟ ହରିକେନ୍‌ସ ୨୦ ଓଭରରେ ୫ ୱିକେଟ ହରାଇ ୧୮୨ ରନ୍‌ କରିଥିଲା। ଜବାବରେ ମେଲବୋର୍ଣ୍ଣ ରେନେଗେଡ୍‌ସ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ୍‌ କରିଥିଲେ। ହୋବାର୍ଟ ହରିକେନ୍‌ସ ୬ ରନରେ ବିଜୟୀ ହୋଇଥିଲା। ଚାନ୍ଦ ମ୍ୟାଚରେ ୬ରନ କରି ଆଉଟ୍‌ ହୋଇଥିଲେ।

୨୮ ବର୍ଷୀୟ ଉନ୍ମୁକ୍ତ ଆଇପିଏଲରେ ୩ଟି ଦଳ ଦିଲ୍ଲୀ ଡେୟାରଡେଭିଲ୍‌ସ, ମୁମ୍ବଇ ଇଣ୍ଡିଆନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଖେଳିଛନ୍ତି। ଅଷ୍ଟ୍ରେଲିଆରେ ୨୦୧୨ରେ ଆୟୋଜିତ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପରେ ଚାନ୍ଦ ମଧ୍ୟ ଖେଳିଥିଲେ। ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୧ ରନ କରି ମ୍ୟାନ୍‌ ଅଫ୍‌ ଦି ବିବେଚିତ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories