www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ବିବାହ କାର୍ଡ ଦେଖି ଅତିଥିଙ୍କ ମୁଣ୍ଡ ଗୋଲ୍‌

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ବିବାହର ଏପରି ଏକ କାର୍ଡ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ନିମନ୍ତ୍ରଣ ପତ୍ର ଦେଖି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେବା ସହ ସହଜରେ ବିଶ୍ୱାସ କରିବେ ନାହିଁ । ଏହି ବିବାହ କାର୍ଡର ଡିଜାଇନ୍‌ ଓ ଲେଖା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବାର ମୁଖ୍ୟ କାରଣ।
ପ୍ରତ୍ୟେକ ବିବାହ କାର୍ଡରେ ଗୋଟିଏ କଥା ନିହାତି ଥାଏ, ଯାହା ହେଉଛି ସପରିବାର ଆସିବାକୁ ଅନୁରୋଧ । ମାତ୍ର ଭାଇରାଲ୍‌ ହେଉଥିବା ଏହି ବିବାହ କାର୍ଡରେ ସମ୍ପୂର୍ଣ୍ଣ ଓଲଟା ହିଁ ଲେଖାଯାଇଛି। ଧ୍ୟାନରେ ରଖନ୍ତୁ ସପରିବାର ଆସିବେ ନାହିଁ ବୋଲି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ରହିଛି।

- Advertisement -

ସାଧାରଣତଃ ବିବାହ କାର୍ଡରେ ସପରିବାରକୁ ନିମନ୍ତ୍ରଣ କରାଯାଏ । ଏବେ ଏହି କାର୍ଡକୁ ଦେଖି ଲୋକେ ନିଜ ହସକୁ ରୋକି ପାରୁ ନାହାଁନ୍ତି । ଏହାସହ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି । କିଛି ଲୋକେ କହିଛନ୍ତି, ଖାଦ୍ୟ ପ୍ଲେଟ୍‌ ସୀମିତ ବୋଧହୁଏ, ଅତିଧିଙ୍କ ତାଲିକା ଖୁବ୍‌ ଅଧିକ କି? କେହି କେହି କହିଛନ୍ତି କେବଳ ମନୋରଞ୍ଜନ ପାଇଁ ଏଭଳି କରାଯାଇଛି ।

ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

ଦିନଯାକ ଏସି ଲଗାଇଲେ ବି କମ୍‌ ଆସିବ ବିଜୁଳି ବିଲ୍‌ ; ଜାଣନ୍ତୁ କେମିତି

ଦେଖନ୍ତୁ ଭିଡିଓ ; ପାଣିରେ ହାତୀ ଶୁଣ୍ଢକୁ କାମୁଡି ଧରିଲା କୁମ୍ଭୀର, ତା’ପରେ..

ହୁ ହୁ ହୋଇ ବଢି ଚାଲିଛି ସୁନା ଦର; ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories