www.samajalive.in
Wednesday, December 10, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; ପାଣିରେ ହାତୀ ଶୁଣ୍ଢକୁ କାମୁଡି ଧରିଲା କୁମ୍ଭୀର, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। ହାତୀ ଠାରୁ ଆରମ୍ଭ କରି ସିଂହକୁ ଶକ୍ତିଶାଳୀ ଜୀବ କୁହାଯାଏ। ଅନେକ ଥର ଜୀବଜନ୍ତୁଙ୍କ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ବେଶ ଭୟଭୀତ ସହ ରୋମାଞ୍ଚକର ମଧ୍ୟ। କେତେକ ସମୟରେ ହାତୀ ସିଂହ ଠାରୁ ଅଧିକ ଶକ୍ତିଶାଳୀ ବୋଲି ଅନେକ ଘଟଣା ମାଧ୍ୟମରେ ସାମ୍ନାକୁ ଆସିଥାଏ। ନିକଟରେ ସେଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।


ଭିଡିଓରେ ଦେଖିପାରିବେ, ଜଙ୍ଗଲରେ ଏକ ନଦୀରେ କିଛି ହାତୀ ପାଣି ପିଉଛନ୍ତି । ମାତ୍ର ହଠାତ୍‌ ସେହି ସମୟରେ ଏକ କୁମ୍ଭୀର ହାତୀ ଉପରେ ଆକ୍ରମଣ କରିବା ସହ ନିଜ ପାଟିରେ ହାତୀର ଶୁଣ୍ଢକୁ କାମୁଡି ଧରିଥିଲା। ଏହାପରେ ଯାହା ଘଟିଲା କେହି କଳ୍ପନା ମଧ୍ୟ କରି ପାରିବେ ନାହିଁ । ହାତୀ ନିଜ ଶୁଣ୍ଢକୁ ପାଣିରେ ଖୁବ୍‌ ଜୋରରେ ବାଡେଇଥିଲା । କୁମ୍ଭୀର ହାତୀର ଶକ୍ତି ସାମ୍ନାରେ ହାର୍‌ ମାନି ସେଠାରୁ ପଳାଇଥିଲା।
ଭାଇରାଲ୍‌ ହେବା ପରେ ଲୋକେ ଥରେ ନୁହେଁ ବରଂ ବାରମ୍ବାର ଭିଡିଓକୁ ଦେଖିବାକୁ ପସନ୍ଦ କରୁଛନ୍ତି । ଏଯାଏଁ ଲକ୍ଷ ଲକ୍ଷ ଲୋକେ ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

- Advertisement -

ହୁ ହୁ ହୋଇ ବଢି ଚାଲିଛି ସୁନା ଦର; ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories