ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫେବୃଆରୀ ୨୦୨୫ର ୨ୟ ସପ୍ତାହ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ୬ ଫେବୃଆରୀରେ ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ କରି ଧନିଷ୍ଠା ନକ୍ଷତ୍ରରେ ଚଳନ କରିବେ । ୭ ଫେବୃଆରୀ ସୂର୍ଯ୍ୟ ଓ ମଙ୍ଗଳ ଷଡାଷ୍ଟକ ଯୋଗ ହେବ । ୮ ଫେବୃଆରୀ ବୁଧ ଓ ଶନି ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେବ । ଏହି ଦିନ ସୂର୍ଯ୍ୟ ଓ ମଙ୍ଗଳ ମଧ୍ୟ ଷଡାଷ୍ଟକ ଯୋଗ ହେବ । ୯ … Continue reading ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..