ଦିନଯାକ ଏସି ଲଗାଇଲେ ବି କମ୍‌ ଆସିବ ବିଜୁଳି ବିଲ୍‌ ; ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ଖରାଦିନେ ପ୍ରାୟତଃ ବିଜୁଳି ବିଲ୍‌ ଅଧିକ ଆସିଥାଏ । ବିଶେଷ କରି ଏସି, କୁଲର ଓ ପଙ୍ଖା ଅଧିକ ସମୟ ବ୍ୟବହାର କରାଯାଉଥିବାରୁ ବିଲ୍‌ ଦ୍ୱିଗୁଣା ଅଧିକ ଆସିଥାଏ । ମାତ୍ର କିଛି ସରଳ ଓ ସହଜ ଉପାୟ ଦ୍ୱାରା ବିଜୁଳି ବିଲ୍‌ ୫୦% ପର୍ଯ୍ୟନ୍ତ କମ୍‌ କରାଯାଇପାରିବ । ଜାଣନ୍ତୁ.. ବିଜୁଳି ବିଲ୍‌ କମ୍‌ କରିବା ପାଇଁ ଇଚ୍ଛୁକ ଥିଲେ ସୋଲାର୍‌ ପ୍ୟାନେଲ୍‌ ବ୍ୟବହାର କରିବା ଏକ ଉତ୍ତମ ବିକଳ୍ପ । ଥରେ … Continue reading ଦିନଯାକ ଏସି ଲଗାଇଲେ ବି କମ୍‌ ଆସିବ ବିଜୁଳି ବିଲ୍‌ ; ଜାଣନ୍ତୁ କେମିତି