www.samajalive.in
Sunday, December 7, 2025
26.1 C
Bhubaneswar

ଚାରିଛକରେ ଇକୋ କ୍ଲବର ବୃକ୍ଷରୋପଣ କାର୍ଯ୍ୟକ୍ରମ

ହରଭଙ୍ଗା :ହରଭଙ୍ଗା ବ୍ଲକ ଚାରି ଛକ ରେ ଥିବା ଏମ୍.ଇ ସ୍କୁଲ ପ୍ରାଙ୍ଗଣରେ ୟୁଥ ଇକୋ କ୍ଲବ ତରଫରୁଏକ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ପିଜୁଳି, ଆମ୍ବ, କଦଳୀ ଏବଂ ଜାମୁ ଭଳି ଫଳ ଗଛ ରୋପଣ କରାଯାଇଥିଲା।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ରଣା, ସହକାରୀ ଶିକ୍ଷକ ମନମୋହନ ସାହୁ, ସତ୍ୟଭାମା ସାହୁ ଏବଂ ସରିତା ବିଶୋଇ ବୃକ୍ଷରୋପଣ କାର୍ଯକ୍ରମରେ ସାମିଲ ହୋଇଥିଲେ।  ଏହାପରେ ଇକୋ କ୍ଲବର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ “ବୃକ୍ଷରୋପଣ ଏବଂ ଜଳବାୟୁ ପରିବର୍ତ୍ତନ” ଶୀର୍ଷକ ଆଲୋଚନା ଚକ୍ରରେ ଶିକ୍ଷାର୍ଥୀ ଏବଂ ଶିକ୍ଷକମାନେ ନିଜର ମତାମତ ଉପସ୍ଥାପନ କରି ବୃକ୍ଷରୋପଣର ମହାନତା ସମ୍ପର୍କରେ ଅବଗତ କରାଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories