ପୁଲିସ ଘରୁ ଚୋରି

ବଲାଙ୍ଗିର: ପୁଲିସ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ବଲାଙ୍ଗିର ଟାଉନ ଥାନା ସାଲେପାଲିରେ ଥିବା ଏକ ପୁଲିସ ଘରୁ ଦୁର୍ବୃତ୍ତମାନେ ଚୋରି କରିଛନ୍ତି। ଟାଉନଥାନା ପୁଲିସ ଆଉ ଜଣେ ପୁଲିସ ଘରେ ଭଡ଼ାରେ ରହୁଥିଲେ। ଟାଉନଥାନା ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି। ପୁଲିସ ଘରୁ ଚୋରି ହୋଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି।

Comments are closed.