www.samajalive.in
Wednesday, December 10, 2025
14.1 C
Bhubaneswar

ଏପ୍ରିଲ ୨୪ରେ ଏମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା। ଏନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ପଞ୍ଚାୟତିରାଜ ଦିବସରେ ପୁରୀ ଠାରେ ଟଙ୍କା ପ୍ରଦାନ କରାଯିବ । ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ବଣ୍ଟନ କରିବେ ସରକାର । ପ୍ରାୟ ୧ ଲକ୍ଷ ୭୦ ହଜାର ମହିଳା ଏକାଥରେ ଦୁଇଟି କିସ୍ତି ଟଙ୍କା ପାଇବେ । ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳା ଟଙ୍କା ପାଇବେ।

ଶନିଙ୍କ ରାଶିରେ ରାହୁଙ୍କ ଚଳନ ; ମେ’ରେ ଏହି ରାଶି ହେବେ ମାଲାମାଲ୍‌

ଜାଣନ୍ତୁ ରାଶି ଅନୁଯାୟୀ ପିନ୍ଧିବେ କେଉଁ ରଙ୍ଗର ଘଣ୍ଟା: ହେବେ ଧନୀ, ପାଇବେ ସଫଳତା

- Advertisement -

ଦେଖନ୍ତୁ ଭିଡିଓ ; ଛପି ରହିଥିଲା ବିଶାଳକାୟ କୁମ୍ଭୀର; ଏମିତି ବଞ୍ଚିଲା ବ୍ୟକ୍ତିଙ୍କ ଜୀବନ

ଦେଖନ୍ତୁ ଛାତିଥରା ଭିଡିଓ ; ସାଙ୍ଗଙ୍କ ସହ ରାଫ୍ଟିଂ ପାଇଁ ଯାଇ ଋଷିକେଶ ନଦୀରେ ଭାସି ଯାଇ ଚାଲିଗଲା ଜୀବନ, ଜୀବନ ରକ୍ଷା କରିବାକୁ କରୁଥିଲେ ସଂଘର୍ଷ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories