ଶନିଙ୍କ ରାଶିରେ ରାହୁଙ୍କ ଚଳନ ; ମେ’ରେ ଏହି ରାଶି ହେବେ ମାଲାମାଲ୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ମୀନ ରାଶିରେ ବିରାଜମାନ ରହିଛନ୍ତି । ମେ’ ମାସରେ କୁମ୍ଭ ରାଶିରେ ଚଳନ କରିବେ । ରାହୁଙ୍କ ଶୁଭ ପ୍ରଭାବ କାରଣରୁ କିଛି ରାଶି ବ୍ୟକ୍ତିଙ୍କୁ ସଫଳତା ସହ ନୂଆ ନୂଆ ସୁଯୋଗ ମିଳିଥାଏ । ବର୍ତ୍ତମାନ ରାହୁ ମୀନ ରାଶିରେ ରହିଛନ୍ତି । ମେ’ରେ ଚଳନ କରିବେ । ଜ୍ୟୋତିଷ ଗଣନାନୁସାରେ ରାହୁଙ୍କ ଚଳନ ୧୮ ମେ’ ୨୦୨୫ରେ କୁମ୍ଭ ରାଶିରେ ପ୍ରବେଶ କରିବେ । ମାତ୍ର କିଛି ରାଶି … Continue reading ଶନିଙ୍କ ରାଶିରେ ରାହୁଙ୍କ ଚଳନ ; ମେ’ରେ ଏହି ରାଶି ହେବେ ମାଲାମାଲ୍‌