ନୂଆଦିଲ୍ଲୀ : ଋଷିକେଶରେ ନଦୀରେ ରାଫ୍ଟିଂର ମଜା ନେବାକୁ ଯାଇଥିବା ଯୁବକ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିପାରିବେ, ଡଙ୍ଗାରେ କିଛି ଯୁବକ ଯାଉଥିବା ବେଳେ ହଠାତ୍ ପାଣିର ପ୍ରଖର ସ୍ରୋତରେ ଡଙ୍ଗା ଓଲଟି ପଡିବାରୁ ଯୁବକ ନଦୀକୁ ଖସି ପଡିଥିଲେ। ऋषिकेश में राफ्टिंग का वीडियो वायरल , राफ्ट पलटने से देहरादून … Continue reading ଦେଖନ୍ତୁ ଛାତିଥରା ଭିଡିଓ ; ସାଙ୍ଗଙ୍କ ସହ ରାଫ୍ଟିଂ ପାଇଁ ଯାଇ ଋଷିକେଶ ନଦୀରେ ଭାସି ଯାଇ ଚାଲିଗଲା ଜୀବନ, ଜୀବନ ରକ୍ଷା କରିବାକୁ କରୁଥିଲେ ସଂଘର୍ଷ
Copy and paste this URL into your WordPress site to embed
Copy and paste this code into your site to embed