ଦେଖନ୍ତୁ ଭିଡିଓ ; ଛପି ରହିଥିଲା ବିଶାଳକାୟ କୁମ୍ଭୀର; ଏମିତି ବଞ୍ଚିଲା ବ୍ୟକ୍ତିଙ୍କ ଜୀବନ
ନୂଆଦିଲ୍ଲୀ : ଜଙ୍ଗଲର ଜୀବଜନ୍ତୁଙ୍କ ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥାଏ । କିଛି ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଭୟଭୀତ କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି, ଜଣେ ବ୍ୟକ୍ତି କାଦୁଅ ଭର୍ତ୍ତି ହୋଇଥିବା ପଙ୍କ ନିକଟରେ ଠିଆ ହୋଇଛନ୍ତି । ମାତ୍ର ତାଙ୍କର ଆଦୌ ଧାରଣା ନଥିଲା ଯେ, ସେହି କାଦୁଅ ଭିତରେ ଏକ ବିଶାଳକାୟ କୁମ୍ଭୀର ଲୁଚି ରହିଛି । … Continue reading ଦେଖନ୍ତୁ ଭିଡିଓ ; ଛପି ରହିଥିଲା ବିଶାଳକାୟ କୁମ୍ଭୀର; ଏମିତି ବଞ୍ଚିଲା ବ୍ୟକ୍ତିଙ୍କ ଜୀବନ
Copy and paste this URL into your WordPress site to embed
Copy and paste this code into your site to embed