www.samajalive.in
Saturday, December 6, 2025
23.1 C
Bhubaneswar

ଏଥର ଭ୍ରମଣ ପାଇଁ ଯାଆନ୍ତୁ ଦିଲ୍ଲୀ

ଭ୍ରମଣ ପାଇଁ ଲୋକେ ବହୁ ସ୍ଥାନକୁ ବୁଲିବାକୁ ଯାଇଥାଆନ୍ତି। ପାହାଡ଼ିଆ ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ। ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ମାନଙ୍କର ସୌନ୍ଦର୍ଯ୍ୟ ଅଧିକ ବଢିଯାଏ। ଦିଲ୍ଲୀରେ କେତେକ ସ୍ଥାନ ରହିଛି, ଯାହା ଭ୍ରମଣ ପ୍ରେମୀଙ୍କ ପାଇଁ ବେଶ ଉକୃଷ୍ଟ ଅଟେ।
ଲାନ୍ସଡ଼ାଉନ
ଦିଲ୍ଲୀର ସବୁଠାରୁ ନିକଟରେ ଥିବା ହିଲ ଷ୍ଟେସନ ହେଉଛି ଲାନ୍ସ ଡ଼ାଉନ। ଏଠାରେ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପାଇବେ। ଏଠାରେ ଆପଣ ଟିପ ଏନ ଟାପ, ତାଡ଼କେଶ୍ୱର ମହାଦେବ ଓ ଚର୍ଚ୍ଚ ପଏଣ୍ଟ ପରି ଦର୍ଶନୀୟ ସ୍ଥାନ ରହିଛି।
ପଙ୍ଗୋଟ
ଏଠାରେ ସ୍ନୋ ଫଲର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ନୈନିତାଲରୁ ପଙ୍ଗୋଟରେ ପହଞ୍ଚିବା ପାଇଁ ଏକ ଘଣ୍ଟା ସମୟ ଲାଗିଥାଏ। ଏଠାରେ ଦିନରେ ଆପଣ ଜଙ୍ଗଲରେ ବୁଲିବା ସହ ସଫାରୀର ମଜା ନେଇପାରିବେ।
ମୋରନୀ ହିଲ
ଏହି ସ୍ଥାନ ଦେଖିବାକୁ ଖୁବ ସୁନ୍ଦର। ହରିୟାଣାର ପଞ୍ଚକୁଲାରେ ଥିବା ଏହି ସ୍ଥାନରେ ଆପଣ ଆଡ଼ଭେନଚର ମଧ୍ୟ ମଜା ପାଇପାରିବେ। ବିଭିନ୍ନ ପ୍ରକାରର ପକ୍ଷୀ ସହ ଏଠାରେ ଐତିହାସିକ ପୋର୍ଟ ମଧ୍ୟ ଦେଖିପାରିବେ।
ନହାନ
ହିମାଚଳ ପ୍ରଦେଶରେ ନହାନ ସହର ରହିଛି। ଏଠାରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଦେଖାଯାଏ। ଏଠାକୁ ଆସିବା ପରେ ପ୍ରକୃତିର କୋଳରେ ରହିବା ପରି ମନେ ହେବ। ପାହାଡ଼ ପର୍ବତ ସହ ସୁକୈତି ଫାର୍ସିଲ ପାର୍କରେ ମଧ୍ୟ ବୁଲିପାରିବେ। ଏହା ବ୍ୟତୀତ ମନ୍ଦିର ଓ ରାନୀ ତାଲ ମଧ୍ୟ ବୁଲିପାରିବେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories