www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ : ସୋମବାର ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଉଚ୍ଚାସନ ଲାଭ କରିପାରନ୍ତି। ଶିକ୍ଷାବିତ୍‌ ହୋଇପାରନ୍ତି। ମାତୃ କଲ୍ୟାଣ ସଦାସର୍ବଦା ରହିବ। ଆୟୁଷ୍ମାନ୍‌ ଓ ବିଦ୍ବାନ୍‌ ହେବେ। ବ୍ୟବସାୟ ଲାଭଦାୟକ ହେବ। ସୁସ୍ଥ ରହିବେ।
ବୃଷ: ପ୍ରଭାବଶାଳୀ ହୋଇପାରନ୍ତି। ପୁରୁଷାର୍ଥୀ ହେବେ। ଆଳସ୍ୟ ପରାୟଣ ହୋଇପାରନ୍ତି। ପତ୍ନୀ ସୁଶ୍ରୀ ଓ ସୌଭାଗ୍ୟବତୀ ହେବେ। କୃଷି କର୍ମରୁ ପର୍ଯ୍ୟାପ୍ତ ଲାଭ ମିଳିବାର ସୂଚନା ମିଳୁଛି। ସୁଖ ଓ ଶାନ୍ତି ପ୍ରାପ୍ତ ହେବେ।
ମିଥୁନ: ବିପଦ ଯେତେ ଭୟଙ୍କର ହେଲେ ବି ଧୈର୍ଯ୍ୟହରା ହେବେ ନାହଁି। ମହାଜନୀ ବ୍ୟବସାୟୀ ହେବେ। ପତ୍ନୀ ଗୃହ ନିପୁଣା ହେବେ। ଗୃହ ନିର୍ମାଣ ଚିନ୍ତାଧାରାର ହେବେ। ଦେବୀ ଭକ୍ତ ଓ ଦାର୍ଶନିକ ହେବେ।

କର୍କଟ:ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଧର୍ମ ସହାୟତାରେ ସୁଖ ପ୍ରାପ୍ତିର ସୂଚନା ମିଳୁଛି। ଆୟୁଷ୍ମାନ୍‌ ହେବେ। ବିପଦରୁ ତୁରନ୍ତ ଉଦ୍ଧାର ପାଇପାରନ୍ତି। କଠିନ ପରିଶ୍ରମ କରି ଯଶସ୍ବୀ ହୋଇପାରନ୍ତି।
ସିଂହ: ବିବାହ ବିଳମ୍ବିତ ହୋଇଥିଲେ ବି ପତ୍ନୀ ଆଜ୍ଞାକାରିଣୀ ଓ ସେବାକାରିଣୀ ହେବେ। ଦିନଟି ସୁଖପୂର୍ଣ୍ଣ ହେବ। ସରକାରଙ୍କଠାରୁ ଆର୍ଥିକ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ନିଜ ବାସସ୍ଥାନରୁ ଦୂରରେ ରହିବାକୁ ପଡ଼ିବ।

- Advertisement -

କନ୍ୟା:ଶତ୍ରୁ ନାଶକ ହୋଇପାରନ୍ତି। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦରେ ଅଧିଷ୍ଠିତ ହୋଇପାରନ୍ତି। ପୁଣ୍ୟାତ୍ମା ଓ ଈଶ୍ବର ବିଶ୍ବାସୀ ହେବେ। ଉଦ୍ୟୋଗପତି ଓ ବଳବାନ୍‌ ହେବେ। କାର୍ଯ୍ୟରେ ସଫଳ ହେବେ।
ତୁଳା: ନ୍ୟାୟ ପରାୟଣ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ସ୍ବାଭିମାନୀ ଦେବୀ ଭକ୍ତ ଓ ଜଣେ ଉତ୍ତମ ଲେଖକ ହୋଇପାରନ୍ତି। ପରିବାରର ମୁଖ୍ୟ ହେବେ। ଲୋକମାନଙ୍କୁ ସଂଗଠିତ କରି ରଖିପାରନ୍ତି। ସୁଖୀ ହେବେ।
ବିଛା: ଧନବାନ୍‌ ହେବେ। ନୂତନ ଗୃହ ପ୍ରାପ୍ତିର ସୂଚନା ମିଳୁଛି। ଖାନ୍‌ଦାନୀ ସଂଯମୀ ହେବେ। କୂଟନୀତିଜ୍ଞ ହୋଇପାରନ୍ତି। ଧର୍ମଜ୍ଞାନୀ ଶାସ୍ତ୍ରୀୟ କଳାର ଅଧିକାରୀ ହେବେ। ଗୁଣୀ ଓ ଚତୁର ହେବେ। କର୍ମଠ ହେବେ।
ଧନୁ: ଧନବାନ୍‌ ହେବେ। ଆୟୁଷ୍ମାନ୍‌ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। ଆତ୍ମଜ୍ଞାନ ଶକ୍ତି ଅଧିକତର ରହିବ। ପ୍ରଯତ୍ନଶୀଳ ବହୁବିଦ୍ୟା ପାରଙ୍ଗମ ହେବେ।
ମକର: ଯନ୍ତ୍ରପାତି ଓ ତୈଳ ବ୍ୟବସାୟ ଲାଭଦାୟକ ହେବ। ପୈତୃକ ଓ ଅର୍ଜିତ ଧନସମ୍ପତ୍ତି ଭୋଗ କରିପାରନ୍ତି। ବୁଦ୍ଧିମାନ୍‌ ଓ ଭାଗ୍ୟବାନ୍‌ ହେବେ। କଠିନ ପରିଶ୍ରମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ:ଧନବାନ୍‌ ଓ ଶାନ୍ତିପ୍ରିୟ ହେବେ। ରାଜନୀତିଜ୍ଞ ଓ ଶତ୍ରୁବିନାଶକାରୀ ହୋଇପାରନ୍ତି। ରାଜତୁଲ୍ୟ ହେବେ। ନୀତିନିଷ୍ଠ ମାର୍ଗ ଦର୍ଶକ ହୋଇପାରନ୍ତି। ଅନ୍ୟାୟ ବିରୋଧରେ ଲଢ଼େଇ କରି ବିଜୟୀ ହେବେ।
ମୀନ: ରାଜନୀତିଜ୍ଞ ଓ କୂଟନୀତିଜ୍ଞ ହୋଇପାରନ୍ତି। କଠିନ ପରିଶ୍ରମୀ ହେବେ। ଅପ୍ରିୟ ସତ୍ୟ କହି କେତେକ କ୍ଷେତ୍ରରେ ସ୍ବାର୍ଥନ୍ବେଷୀଙ୍କ ବିରାଗଭାଜନ ହୋଇପାରନ୍ତି। ଲେଖାର ଶୈଳୀ ଓ ଭାଷା ମାର୍ଜିତ ହେବ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories