www.samajalive.in
Sunday, December 7, 2025
26.1 C
Bhubaneswar

କେଶ ଓ ତ୍ୱଚା ପାଇଁ କିଛି ସରଳ ଟିପ୍ସ

ନିଜର ତ୍ୱଚା ଓ କେଶକୁ ପ୍ରଦୂଷଣରୁ ସୁରକ୍ଷିତ ରଖିବା ନିତ୍ୟାନ୍ତ ଆବଶ୍ୟକ। ଖରା, ବର୍ଷା, ଶୀତ ଆଦି ସବୁ ସମୟରେ କେଶ ଓ ତ୍ୱଚାର ବିଶେଷ ଭାବେ ଯତ୍ନ ନେବା ଉଚିତ। ଘରେ ରୁହନ୍ତୁ ଅଥବା ବାହାରକୁ ଯାଆନ୍ତୁ , କେଶ ଓ ମୁହଁର କିପରି ଯତ୍ନ ନେବେ ଜାଣନ୍ତୁ……..
ଆପଣଙ୍କ ତ୍ୱଚା ଓ କେଶକୁ କ୍ଲିଜିଙ୍ଗ, ଟୋନିଂ ଓ ମଶ୍ଚରାଇଜିଙ୍ଗ କରନ୍ତୁ। କେଶକୁ ମଧ୍ୟ ଉପଯୁକ୍ତ ପୋଷଣ ପ୍ରଦାନ ପାଇଁ ବିଭିନ୍ନ ଭିଟାମିନ ସି ଯୁକ୍ତ ଖାଦ୍ୟ ସହ ଉତ୍ତମ ସାମ୍ପୁର ବ୍ୟବହାର କରନ୍ତୁ।
ଘରୁ ବାହାରକୁ ଯିବା ସମୟରେ କେଶରେ ସ୍ୱତନ୍ତ୍ର ସ୍ପ୍ରେର ବ୍ୟବହାର କରନ୍ତୁ।
ମୁହଁରେ ସନ୍‍ କ୍ରିମ, ଏଲୋବେରା ଜେଲ ଆଦି ଲଗାନ୍ତୁ। ଏପରି କରିବା ଦ୍ୱାରା ୬ ରୁ ୭ ଘଣ୍ଟା ପର୍ୟ୍ୟନ୍ତ ଆପଣଙ୍କ କେଶ ଓ ମୁହଁର ପ୍ରଦୂଷଣ ଠାରୁ ରକ୍ଷା ପାଇପାରିବ।
ନିୟମିତ ଭାବେ ମୁହଁକୁ ସ୍କ୍ରବ କରନ୍ତୁ। ସପ୍ତାହକୁ ଥରେ କିମ୍ବା ୨ ଥର ଘରୋଇ ଉପାୟରେ ଫେସ ପ୍ୟାକ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories