www.samajalive.in
Sunday, December 7, 2025
26.1 C
Bhubaneswar

ବାଘ ଲଢେଇ ; ଗର୍ଜନରେ କମ୍ପି ଉଠିଲା ଅଭୟାରଣ୍ୟ

ସିବନୀ : ମଧ୍ୟପ୍ରଦେଶ ଅନ୍ତର୍ଗତ ସିବନୀ ଜିଲାର ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇଟି ବାଘଙ୍କ ଲଢେଇର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ମଙ୍ଗଳବାର ଦିନ ଏହି ଭିଡିଓଟି ଭାଇରାଲ ହୋଇଛି। ପ୍ରଥମ ଥର ଜଙ୍ଗଲ ସଫାରୀ ସମୟରେ ପର୍ଯ୍ୟଟକମାନେ ଖୁବ ନିକଟରୁ ଦୁଇ ବାଘଙ୍କ ଗର୍ଜନ ଶୁଣିବା ସହ ଭୟଙ୍କର ଲଢେଇ ଦେଖିବାକୁ ପାଇଥିଲେ। ଏହାକୁ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ଲଢେଇ ସମୟରେ ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟ ବାଘଙ୍କ ଗର୍ଜନରେ କମ୍ପି ଉଠିଥିଲା। ବାଘ ଏତେ ନିକଟରେ ଲଢେଇ କରୁଥିବା ଦେଖି ପର୍ଯ୍ୟଟକ ମଧ୍ୟ ଭୟଭୀତ ହୋଇଯାଇଥିଲେ। ବାଘ ଲଢେଇର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଲୋକେ ଏହକୁ ଖୁବ ପସନ୍ଦ କରୁଛନ୍ତି। ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟକୁ ଦେଶ-ବିଦେଶରୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାଆନ୍ତି। ଏଠାରେ ସେମାନଙ୍କୁ ସହଜରେ ବାଘ ଦେଖିବାର ସୁଯୋଗ ମିଳିଥାଏ।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories