www.samajalive.in
Monday, December 15, 2025
16.1 C
Bhubaneswar

ବର ବେଶରେ ଆସିଥିବା ଯୁବକ ଚପଲରେ ଖାଇଲେ ମାଡ – କରିଥିଲେ ଏହି କାମ

ନୂଆଦିଲ୍ଲୀ – ଏବେ ସୋସିଆଲ୍‌ ମିଡିଆରେ ବିଭିନ୍ନ ଘଟଣାର ଭିଡିଓ ଭାଇରାଲ୍‌ ହେଉଛି । ଏବେ ଏପରି ଏକ ଘଟଣା ଭାଇରାଲ୍‌ ହୋଇଛି ଯାହା ଅନେକ ଲୋକଙ୍କୁ ହତ ଚକିତ କରିଛି । ବର ବେଶରେ ଆସିଥିବା ବ୍ୟକ୍ତି ମାଡ ଖାଉଥିବା ଦେଖିବା ପାଇଁ ମିଳୁଛି ଚପଲେ ପୁଣି ତାଙ୍କ ବାପା ତାଙ୍କୁ ମାଡ ମାରୁଛନ୍ତି ।

- Advertisement -

ପୂର୍ବରୁ ଅଧିକ ଯୌତୁକ ମାଗି ମାଡ ଖାଉଥିବା ଏବେ ବାହାଘର ଭାଙ୍ଗୁ ଥିବାର ଦୃଶ୍ୟ ଆପଣମାନେ ଦେଖିଥିବେ । ଏବେ ଯେଉଁ ଭିଡିଓ ଭାଇରାଲ୍‌ ହୋଇଛି ସେଥିରେ ବର ପିତା ବରକୁ ଚପଲରେ ମାଡ ମାରୁଛନ୍ତି । ବର ବାହାଘର ବେଦୀରେ ଏକ ମଟର ସାଇକେଲ୍‌ ମାଗିଥିଲେ । ମାତ୍ର ଯୌତୁକ ବିରୋଧି ବରପିତା ନିଜ ପୁଅର ଏହେ କାମ ଦେଖି ତାକୁ ଚପଲରେ ମାଡ ମାରିଥିଲେ । ଜମି ବିକି ମଟର ସାଇକେଲ୍‌ ଦେବି ତୁ କାହିଁକି ଯୌତୁକ ମାଗିଲୁ ବୋଲି ବର ପିତା କହୁଥିବା ଏହି ଭିଡିଓରେ ଦେଖିବା ପାଇଁ ମିଳୁଛି ।

ଏହା ପରେ ବରକନ୍ୟା ବିଦା ହେଉଥିବା ଏହି ଭିଡିଓରେ ଦେଖିବା ପାଇଁ ମିଳୁଛି । ଏହି ଭିଡିଓ ଯୌତୁକ ଲୋଭୀମାନଙ୍କୁ ଅନେକ ଶିକ୍ଷା ପ୍ରଦାନ କରୁଛି ।

Hot this week

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

Related Articles

Popular Categories