www.samajalive.in
Monday, December 15, 2025
14.1 C
Bhubaneswar

ଟାଟା ସିଏରାରେ ରହିବ ୩ଟି ସ୍କ୍ରିନ୍, ମିଳିବ ଅତ୍ୟାଧୁନିକ ଫିଚର୍

ନୂଆଦିଲ୍ଲୀ : ଟାଟାର ଆଇକନିକ୍ ଏସୟୁଭି ସିଏରା ପୁଣି ଥରେ ଚର୍ଚ୍ଚାରେ । ନିକଟରେ ଟେଷ୍ଟିଂ ସମୟରେ ଏହାର ଇଣ୍ଟିରିୟର ନଜର ଆସିଥିଲା ଯେଉଁଥିରେ ୩ ସ୍କ୍ରିନ୍ ବିଶିଷ୍ଟ ଡ୍ୟାଶବୋର୍ଡ ସେଟଅପ୍ ସବୁଠାରୁ ଖାସ୍ ଥିଲା । ଏକ ସ୍କ୍ରିନ୍ ଚାଳକଙ୍କ ପାଇଁ, ଦ୍ବିତୀୟଟି ଟଚସ୍କ୍ରିନ୍ ଓ ତୃତୀୟ ଫ୍ରଣ୍ଟ ପାସେଞ୍ଜରଙ୍କ ପାଇଁ ଯେଉଁଥିରେ ଭିଡିଓ, ମ୍ୟୁଜିକ୍ ଓ ଭିଡିଓ କଲିଂ ଭଳି ସୁବିଧା ରହିବ ।

ଏହି ଭଳି ଫିଚର ଏପର୍ଯ୍ୟନ୍ତ କେବଳ ପ୍ରିମିୟମ୍ କାରରେ ଦେଖିବାକୁ ମିଳୁଥିଲା । ମହିନ୍ଦ୍ରା ଏକ୍ସଇଭି୯ଇ ପରେ ଟାଟା ସିଏରା ଏହାକୁ ଅଧିକ ଅତ୍ୟାଧୁନିକ ରୂପେ ନେଇଆସୁଛି । ଏହା ବ୍ୟତୀତ ହ୍ୟାରିୟର ଇଭିରେ ଅଲୁମିନେଟେଡ୍ ଲୋଗୋ ବିଶିଷ୍ଟ ଷ୍ଟିୟରିଂ ହ୍ବିଲ୍, ଅଟୋ ଡିମିଂ ଆଇଆରଭିଏମ୍, ଆମ୍ବିଏଣ୍ଟ  ଲାଇଟିଂ  ଏବଂ ସନଗ୍ଲାସ୍ ହୋଲ୍ଡର ଭଳି ଫିଚର୍ ମିଳିବ । ସିଏରାକୁ ଚଳିତ ବର୍ଷ ଲଞ୍ଚ୍ କରାଯିବ ଏବଂ ଏହା ଆଇସ୍ ଓ ଇଭି ଉଭୟ ବିକଳ୍ପରେ ମିଳିବ । ଆଇସ ଭର୍ସନରେ ୧.୫ ଲିଟର ପେଟ୍ରୋଲ ଓ ୨ ଲିଟର ଡିଜେଲ ଇଞ୍ଜିନ ମିଳିବାକୁ ଥିବାବେଳେ ଇଭି ଭର୍ସନରେ ୭୫ କିଲୋଓ୍ବାଟ ବ୍ୟାଟେରୀ ସହି ୫୦୪ ଏନଏମ ଟର୍କ ଉତ୍ପନ କରୁଥିବା ଡୁଆଲ ମୋଟର ମିଳିବ ।

ମାତ୍ର ୪୧୨ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ରେଡ୍‌ମିର ଏହି ୫ଜି ସ୍ମାର୍ଟଫୋନ୍‌, ଜବରଦସ୍ତ ଫିଚର୍‌ ପୁଣି ମିଳିବ ରିହାତି..

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories