ମାତ୍ର ୪୧୨ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ରେଡ୍‌ମିର ଏହି ୫ଜି ସ୍ମାର୍ଟଫୋନ୍‌, ଜବରଦସ୍ତ ଫିଚର୍‌ ପୁଣି ମିଳିବ ରିହାତି..

ନୂଆଦିଲ୍ଲୀ : ରେଡ୍‌ମିର ଚଳିତ ବର୍ଷ ଲଞ୍ଚ ହୋଇଥିବା ଫୋନ୍‌ ବଜେଟ୍‌କୁ ସୁହାଇବା ସହ ୫ଜି ସ୍ମାର୍ଟଫୋନ୍‌କୁ ଖୁବ୍‌ ଶସ୍ତାରେ ଘରକୁ ଆଣି ପାରିବେ। ଇ-କମର୍ସ ୱେବସାଇଟ୍‌ ଆଜାଜନ୍‌ରେ ଏହି ଫୋନ୍‌କୁ ମାତ୍ର ୪୧୨ ଟଙ୍କାର ଇମ୍‌ଆଇ ଦେଇ ଘରକୁ ଆଣି ପାରିବେ। ରେଡ୍‌ମିର ଏହି ଫୋନ୍‌ ୫୧୬୦ ଏମଏଏଚର ଦମଦାର୍‌ ବ୍ୟାରେଟରୀ, ୫୦ ଏମପି ଡୁଆଲ୍‌ କ୍ୟାମେରା ସହ ଅନ୍ୟ ଜବରଦସ୍ତ ଫିଚର୍‌ ସହ ଆସୁଛି। ଏହି ଫୋନ୍‌ କିଣିବା ସମୟରେ ଅନ୍ୟାନ୍ୟ ବ୍ୟାଙ୍କ୍‌ ଅଫର୍‌ … Continue reading ମାତ୍ର ୪୧୨ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ରେଡ୍‌ମିର ଏହି ୫ଜି ସ୍ମାର୍ଟଫୋନ୍‌, ଜବରଦସ୍ତ ଫିଚର୍‌ ପୁଣି ମିଳିବ ରିହାତି..