www.samajalive.in
Sunday, December 7, 2025
26.1 C
Bhubaneswar

ହସ୍ତରେ ତମ୍ବାର କଡା ପିନ୍ଧିବା ଦ୍ୱାରା ମିଳିଥାଏ ଏହି ଲାଭ

କିଛି ଲୋକେ ହସ୍ତରେ ତମ୍ବା,ପିତ୍ତଳ କିମ୍ବା ଚାନ୍ଦିର କଡା ପିନ୍ଧିଥାଆନ୍ତି। ତମ୍ବା ସୂର୍ଯ୍ୟଗ୍ରହ,ପିତ୍ତଳ ବୃହସ୍ପତି ଗ୍ରହ ଓ ଚାନ୍ଦି ଚନ୍ଦ୍ର ଗ୍ରହକୁ ଶକ୍ତିଶାଳୀ କରିଥାଆନ୍ତି। ତେବେ ଜାଣନ୍ତୁ ତମ୍ବାର କଡା ପିନ୍ଧିବା ଦ୍ୱାରା କି ଲାଭ ମିଳିଥାଏ….
ତମ୍ବାର କଡା ପିନ୍ଧିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହାକୁ ପିନ୍ଧିବା ଦ୍ୱାରା ଶରୀରର ଅନେକ କଷ୍ଟ ମଧ୍ୟ ଦୂର ହୋଇଥାଏ।
ଏହାକୁ ପିନ୍ଧିବା ଦ୍ୱାରା କୋଲେଷ୍ଟେରୋଲ ସହ ରକ୍ତ ପ୍ରବାହ ନିୟନ୍ତ୍ରିତ ହୋଇଥାଏ।
ଏହାଦ୍ୱାରା ଚର୍ମକୁ ସୁରକ୍ଷା ଦେବା ସହ କୁଞ୍ଚନ ସୃଷ୍ଟି ହୋଇନଥାଏ ।
ହିମୋଗ୍ଲୋବିନ ସ୍ତରକୁ ମଧ୍ୟ ସଠିକ ରଖିଥାଏ।
ଏହା ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ବିଭିନ୍ନ ପ୍ରକାର ରୋଗକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖିଥାଏ।
ନକରାତ୍ମକ ଶକ୍ତିରୁ ମଧ୍ୟ ରକ୍ଷା କରିଥାଏ।
ଏହି କଡା ପିନ୍ଧିବା ଦ୍ୱାରା ସୂର୍ଯ୍ୟଙ୍କ ଉତ୍ତମ ଫଳ ମିଳିବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଏହି କଡା ଧାରଣ କରିବା ଦ୍ୱାରା ପ୍ରଭୁ ହନୁମାନଙ୍କ ବିଶେଷ କୃପା ମିଳିଥାଏ।
ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜଭୂତ ହୋଇଥାଏ। ଏହାକୁ ପିନ୍ଧିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଉଚିତ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories