Browsing Tag

weather news update odia news odisha news

ପୁଣି କଲବଲ କରିବ ତାତି ; ଏହି ତାରିଖରୁ ପୁଣି ବଢିବ..

ଭୁବନେଶ୍ୱର : ବର୍ଷା ପାଇଁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ତାପମାତ୍ରା ହ୍ରାସ ପାଇଛି। ମାତ୍ର ଆସନ୍ତା ୧୩ ତାରିଖ ପରଠାରୁୁ ରାଜ୍ୟରେ ପୁଣି ବଢିବ ତାତି। ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସହ…
Read More...

ଖରାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ନିଆଯିବ ପଦକ୍ଷେପ – ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର…

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିଆଯିବ। ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି।…
Read More...

ଆସୁଛି ପ୍ରବଳ ବର୍ଷା! ଏହି ତାରିଖରୁ ହେବ ଆରମ୍ଭ,ତାତିରୁ ମିଳିବ ମୁକ୍ତି..

ଭୁବନେଶ୍ୱର : ରାଜ୍ୟ ସହ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭବ ହେବା ସହ ଶୁକ୍ରବାର ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି। ତେବେ ପ୍ରଚଣ୍ଡ ତାତି ମଧ୍ୟରେ ଆଗକୁ…
Read More...

ସାଢେ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର : ଶୁକ୍ରବାର ସାଢେ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ଦିନ ତାପମାତ୍ର।। ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସର୍ବାଧିକ ୩୯.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୩୮.୪, ରାଉରକେଲା ୩୭.୬, ସମ୍ବଲପୁର…
Read More...

୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ଖରାବର୍ଷା

ଭୁବନେଶ୍ୱର : ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଖରାବର୍ଷା ଲାଗି ରହିବ। ଉତ୍ତର ଉପକୂଳ ଓଡିଶାରେ ପ୍ରଚଣ୍ଡ ବଜ୍ରପାତର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଅନୁଭୂତ ହେବ। ଏନେଇ ଗୁରୁବାର ଆଞ୍ଚଳିକ…
Read More...

ବିଜୁଳି, ଘଡଘଡି ସହ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଟ୍ୱିନ ସିଟି ସହ ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ହେଉଛି। କିଛି ଦିନର ତାତି ପରେ ରାଜ୍ୟରେ ପାରଦ ଖସିଛି। ବିଜୁଳି, ଘଡଘଡି ସହ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…
Read More...

ବଦଳିବ ପାଗ ; ବଢିବ ତାତି, ଗୁଳୁଗୁଳି, ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା..

ଭୁବନେଶ୍ୱର : ରବିବାର ଠାରୁ ହେବ ପାଗରେ ପରିବର୍ତ୍ତନ। ଦୁଇ ଦିନ ପରେ ରାଜ୍ୟରେ ପାରଦ ଉପରମୁହାଁ ହେବ। ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ବଢିବ ତାତି।  ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି।…
Read More...

କମିବ ଦିନ ତାପମାତ୍ରା ; ଏସବୁ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : କମିବ ଦିନ ତାପମାତ୍ରା। ଆସନ୍ତା ୭ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ସମୁଦ୍ରରୁ ସ୍ଥଳଭାଗକୁ ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା କମିବ। ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ…
Read More...

ଶନିବାର ଠାରୁ ଉପରମୁହାଁ ହେବ ପାରଦ ; ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ

ଭୁବନେଶ୍ୱର : ଶନିବାର ଠାରୁ ଉପରମୁହାଁ ହେବ ପାରଦ। ଉପାନ୍ତରୁ ଉପକୂଳ ଯାଏଁ ବଢିବ ତାତି। ଏହାସହ ସ୍ୱଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ କମୁଛି। ମେଘମୁକ୍ତ ଆକାଶ…
Read More...

ଘନ କୁହୁଡି ପାଇଁ ୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବୁଧବାର ଘନ କୁହୁଡି ପାଇଁ ୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ,ଖୋର୍ଦ୍ଧା, ପୁରୀ, ନୟାଗଡ ଓ…
Read More...