Browsing Tag

weather news update odia news odisha news

ଆସୁଛି ବର୍ଷା ; ୩ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର। ୧୬ ବେଳକୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ପ୍ରଭାବରେ ୧୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏନେଇ…
Read More...

ଖସୁଛି ପାରଦ ; ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ପାରଦ ଖସିବା ସହ ଅନୁଭୂତ ହେଲାଣି ଶୀତ। ୧୫ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୧୦.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ସିମିଳିଗୁଡା ୧୧.୧, କୋରାପୁଟ…
Read More...

୩ ଦିନ ଶୁଖିଲା ପାଗ ; ଆଜି ଓ କାଲି ବର୍ଷା!

ଭୁବନେଶ୍ୱର : ରାଜ୍ୟରେ ୨୦ ରୁ ୨୨ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ନେଇ ସମ୍ଭାବନା ରହିଛି। ୩ ଦିନ ପାଗ ଶୁଖିଲା ରହିବା ନେଇ ବୁଧବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଓ କାଲି ପଶ୍ଚିମା ଝଡ ପ୍ରଭାବରେ ହାଲୁକା…
Read More...

ଦିନ ସାଢେ ୧୧ଟା ସୁଦ୍ଧା ଜଳୁଛି ପଶ୍ଚିମ ଓଡିଶା ; ଏଥର ରଜରେ ପ୍ରଚଣ୍ଡ ଖରା!

ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ରାଜ୍ୟରେ ସମସ୍ତ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଛି। ଦିନ ସାଢେ ୧୧ଟା ସୁଦ୍ଧା ୪୨.୨ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର। ଝାରସୁଗୁଡା ୪୧.୬,…
Read More...