Browsing Tag

weather news update odia news odisha news

ବଦଳିଲା ପାଗ ; ପୁଣି ଆସୁଛି ବର୍ଷା

ନୂଆଦିଲ୍ଲୀ : ପୁଣି ଥରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଗୁରୁବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆକାଶ ମେଘୁଆ ରହିବା ସହ ହାଲୁକା କୁହୁଡି ଦେଖାଯାଇଛି। ମେଘୁଆ ପାଗ ପ୍ରଭାବରେ ତାପମାତ୍ରାରେ ହ୍ରାସ ହୋଇଛି।…
Read More...

୧୨ ଜିଲାକୁ କୁହୁଡି ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଏହାମଧ୍ୟରେ ଘନ କୁହୁଡି ପାଇଁ ୧୨ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, ଅନୁଗୁଳ,…
Read More...

ସମ୍ବଲପୁରରେ ସର୍ବାଧିକ ବର୍ଷା ; ଆଗକୁ ପ୍ରବଳ ଜାଡରେ ଥରିବ ଓଡିଶା!

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗୁକ ଝିପିଝିପି ବର୍ଷା ଜାରି ରହିଛି। ସମ୍ବଲପୁରରେ ସର୍ବାଧିକ ୨୫.୧ ମିମି ବର୍ଷା ରେକର୍ଡ କରାଯାଇଛି। ଅତାବିରା ୨୪.୨, ନୟାଗଡ ୨୧.୬, ବିଜେପୁର ୧୮ ମିମି,…
Read More...

କମିଛି ଶୀତ ; ୧୦ ଡିଗ୍ରୀ ତଳେ ୩ ସହର

ଭୁବନେଶ୍ୱର : କିଛି ଦିନର ହାଡ ଭଙ୍ଗା ଜାଡ ପରେ ରାଜ୍ୟରେ କମିଛି ଶୀତ। ୧୦ ଡିଗ୍ରୀ ତଳେ ୩ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୭ ଡିଗ୍ରୀ ସହ କୋରାପୁଟ ସବୁଠାରୁ ଥଣ୍ଡା ସହର ରେକର୍ଡ କରାଯାଇଛି। ଦାରିଙ୍ଗବାଡି…
Read More...

କମିବ ଶୀତ! ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ଦିନକ ପରେ କମିବ ଶୀତ। ବଢିବ କୁହୁଡି। ରାଜ୍ୟରେ ଡିସେମ୍ବର ୨୨ ପର ଠାରୁ ଶୀତ କମିବା ସହ କୁହୁଡି ବଢିବ। ଏନେଇ ଗୁରୁବାର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ ପକ୍ଷରୁ ସୂଚନା ମିଳିଛି। ଦୀର୍ଘ ଏକ ସପ୍ତାହ…
Read More...

ରାଜ୍ୟରେ ବଢୁଛି ଶୀତ; କେନ୍ଦୁଝର ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ୧୦ ଡିଗ୍ରୀ ତଳେ ୨ ସହରର ତାପମାତ୍ରା ରେକର୍ଡ କରାଯାଇଛି। ୯.୪ ଡିଗ୍ରୀ ତାପମାତ୍ରା ସହ କେନ୍ଦୁଝର ସବୁଠାରୁ ଥଣ୍ଡା ସହର। ଦାରିଙ୍ଗବାଡି ରାତି ତାପମାତ୍ରା ୯.୫ ଡିଗ୍ରୀ…
Read More...

୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା

ଭୁବନେଶ୍ୱର : ଶୀତ ଚାଦରରେ ସାରା ରାଜ୍ୟ। ୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା।୯.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ସୁନ୍ଦରଗଡ କିରେଇର ରାତି ତାପମାତ୍ରା ୯.୫ ଡିଗ୍ରୀ। ସେହିପରି ୧୫…
Read More...

ସମ୍ଭାବ୍ୟ ବାତ୍ୟା ; ୭ ଜିଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର : ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର। ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେଇପାରେ। ଏହାପରେ ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ନେଇ ଆଜି ୭…
Read More...

ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସଦୃଶ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେଇପାରେ। ଏହାପରେ ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ…
Read More...

ଛୋଟ ବାତ୍ୟା , ଯିବ ବାଂଲାଦେଶ! ଉପକୂଳରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତରେ ପରିଣତ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆସନ୍ତାକାଲି ବାତ୍ୟାର ରୂପ ନେବ।…
Read More...