www.samajalive.in
Saturday, December 6, 2025
15.1 C
Bhubaneswar

ଖରାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ନିଆଯିବ ପଦକ୍ଷେପ – ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ନିର୍ଦ୍ଦେଶନାମା

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିଆଯିବ। ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି। ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ଏପ୍ରିଲରୁ ଜୁନ୍‌‌ ୧୫ ଯାଏଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଦିନ ୧୧ଟାରୁ ସାଢେ ୩ଟା ଯାଏଁ ଶ୍ରମିକଙ୍କୁ କାମରେ ନିୟୋଜିତ କରନ୍ତୁ ନାହିଁ। ଶ୍ରମିକଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବେ ସମ୍ପୃକ୍ତ ସଂସ୍ଥା। ଏଥିପାଇଁ ବିଧିବଦ୍ଧ ବ୍ୟବସ୍ଥା କରି ସମୟ ପରିବର୍ତ୍ତନ କରିବେ। ବିଶ୍ରାମ ଦିଆନଯାଇ ପାରିଲେ ସତର୍କମୂଳକ ପଦକ୍ଷେପ ନେବେ। ଛାୟା ଓ ଶୀତଳ ପାନୀୟଜଳର ବ୍ୟବସ୍ଥା କରିବେ।

ଆସୁଛି ପ୍ରବଳ ବର୍ଷା! ଏହି ତାରିଖରୁ ହେବ ଆରମ୍ଭ,ତାତିରୁ ମିଳିବ ମୁକ୍ତି..


ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା କରିବେ। ପ୍ରତି ଶ୍ରମିକଙ୍କ ପାଇଁ ଓଆର୍‌‌ଏସ୍‌‌ ପ୍ୟାକେଟ ବ୍ୟବସ୍ଥା କରିବେ। ସମ୍ଭାବ୍ୟ ମୁକାବିଲା ପାଇଁ ଡାକ୍ତରଖାନାଗୁଡିକ ପ୍ରସ୍ତୁତ ରହିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories