ଆସୁଛି ପ୍ରବଳ ବର୍ଷା! ଏହି ତାରିଖରୁ ହେବ ଆରମ୍ଭ,ତାତିରୁ ମିଳିବ ମୁକ୍ତି..

ଭୁବନେଶ୍ୱର : ରାଜ୍ୟ ସହ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭବ ହେବା ସହ ଶୁକ୍ରବାର ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି। ତେବେ ପ୍ରଚଣ୍ଡ ତାତି ମଧ୍ୟରେ ଆଗକୁ ବର୍ଷା ପାଇଁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଶୁକ୍ରବାର ପୂର୍ବାନୁମାନ କରିଛି। ପଶ୍ଚିମାଝଡ ପ୍ରଭାବରେ ବାୟୁ ମଣ୍ଡଳରେ ଏକ ନିମ୍ନ ଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ଥିବା ସହ ଏହି ସମୟରେ ଗୁରୁଚାପ ପ୍ରଭାବରେ ପାଣିପାଗ … Continue reading ଆସୁଛି ପ୍ରବଳ ବର୍ଷା! ଏହି ତାରିଖରୁ ହେବ ଆରମ୍ଭ,ତାତିରୁ ମିଳିବ ମୁକ୍ତି..