Browsing Tag

trump

ଚୀନକୁ ବାଇଡେନ୍‌ଙ୍କ ଝଟ୍‌କା

ୱାଶିଂଟନ୍‌: ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଆମେରିକା ଚୀନ ଉପରେ କିଛି କଟକଣା ଲଗାଇଥିଲା। ଚୀନରୁ ବିଭିନ୍ନ ସାମଗ୍ରୀ ଆମଦାନୀ…
Read More...

ଟ୍ରମ୍ପଙ୍କ ବିଶାଳ ସମାବେଶ : ୩୦ ହଜାର କରୋନା ସଂକ୍ରମିତ, ୭ ଶହ ଜଣଙ୍କ ମୃତ୍ୟୁ

ୱାଶିଂଟନ : ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଧାର୍ଯ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ନେତାଙ୍କ ଦ୍ୱାରା ବାରମ୍ବାର ନିର୍ବାଚନ ରାଲିକୁ କରାଯାଉଛି। ଏହା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…
Read More...

ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ‘ମୋଦୀ’ କାର୍ଡ଼; ଭାରତୀୟ ଭୋଟରଙ୍କ ପାଇଁ ଜାରି କଲେ ଭିଡ଼ିଓ

ନ୍ୟୁୟର୍କ: ଆମେରିକାରେ ଚଳିତ ବର୍ଷ ଅନୁଷ୍ଠିତ ହେଉଛି ରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଏହି ନିର୍ବାଚନ ହେବ । ଏଥିନିମନ୍ତେ ଦୁଇ ବଡ଼ ରାଜନୈତିକ ଦଳ ଡ଼େମୋକ୍ରାଟିକ ଓ ରିପବ୍ଲିକାନ ନିଜନିଜ…
Read More...

ଜୋ ବିଡେନ୍‌ ରାଷ୍ଟ୍ରପତି ହେଲେ ଚୀନ ଆମେରିକାକୁ ଶାସନ କରିବ: ଟ୍ରମ୍ପ

ୱାଶିଂଟନ: ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରତିପକ୍ଷ ତଥା ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ…
Read More...

ଟିକଟକକୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମହଲତ; ବିକ୍ରି ନ ହେଲେ ଆମେରିକାରୁ ବିଦା

ଟିକଟକକୁ ମାଇକ୍ରୋସଫ୍ଟ କିଣିବା ନେଇ କଥାବାର୍ତା ଆରମ୍ଭ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ପୁଣିଥରେ ଚୀନ ମୋବାଇଲ୍ ଆପ୍ ଟିକଟକକୁ ଦେଇଛନ୍ତି ଚେତାବନୀ । ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ଟିକଟକ୍ ବିକ୍ରି ନ…
Read More...

ଚୀନ ସହିତ ସଂଘ​‌ର୍ଷ ବେଳେ ଭାରତ ସାଥୀରେ ରହିବେ ଆମେରିକୀୟ ସୈନ୍ୟ, ସଙ୍କେତ ଦେଲା ହ୍ବାଇଟ୍‌ ହାଉସ

ୱାଶିଂଟନ: ଭାରତ ଏବଂ ଚୀନ ମଧ୍ୟରେ ଭବିଷ୍ୟତରେ ଯଦି କେବେ ସଂଘର୍ଷ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଭାରତୀୟ ସୈନ୍ୟଙ୍କ ସହିତ ରହିବେ ଆମେରିକୀୟ ସୈନ୍ୟ। ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ ପକ୍ଷରୁ ଏଭଳି ସଙ୍କେତ…
Read More...

ପ୍ରତିଦିନ କରୋନା ପରୀକ୍ଷା କରାଇବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୈନ୍ୟ ସହଯୋଗୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଟ୍ରମ୍ପ ପ୍ରତିଦିନ କୋଭିଡ-୧୯ ପରୀକ୍ଷା କରାଇବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପଙ୍କ…
Read More...

ଚୀନକୁ ଆମେରିକାର ଧମକ: କରୋନା ଭୂତାଣୁ ପାଇଁ ଦାୟୀ ହେଲେ ପରିଣାମ ଭୋଗିବ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ପୁଣି ଥରେ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ଚୀନ ଯଦି କରୋନା ଭୂତାଣୁ ପାଇଁ ଦାୟୀ, ତେବେ ସେ ଏହାର ପରିଣାଣ ନିଶ୍ଚୟ ଭୋଗିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ…
Read More...

୨୪ ଘଣ୍ଟାରେ ବଦଳିଗଲା ଟ୍ରମ୍ପଙ୍କ ସ୍ବର; କହିଲେ ମୋଦୀ ଜଣେ ମହାନ ଓ ଚମତ୍କାର ନେତା

ନୂଆଦିଲ୍ଲୀ/ୱାଶିଂଟନ: ଭାରତ ହାଇଡ୍ରୋକ୍ସକ୍ଲୋରୋକୁଇନ ଔଷଧ ରପ୍ତାନୀ ଉପରକୁ କଟକଣା ହଟାଇବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର ବଦଳିଯାଇଛି। ଏହି ଔଷଧ ରପ୍ତାନୀକୁ ନେଇ ଦିନକ ତଳେ ଭାରତକୁ…
Read More...

ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇଲେନି ଟ୍ରମ୍ପ, ‘ନମସ୍ତେ’ ଜରିଆରେ କଲେ ସ୍ବାଗତ

ୱାଶିଂଟନ: ଭାରତରେ ‘ନମସ୍ତେ’ ଜଣାଇ ଅଭିବାଦନ କରିବାର ସଂସ୍କୃତିକୁ ଏବେ ସାରା ବିଶ୍ଵ ଅନୁସରଣ କରୁଛି। ଏହାର କାରଣ ହେଉଛି ଭୟଙ୍କର କରୋନା ଭୂତାଣୁ। ହାତ ମିଳାଇବା ଦ୍ବାରା ଏହି ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ ଏବେ…
Read More...