bjd gruha runa banner
Browsing Tag

sundargarh news odia news odisha news

ଜଙ୍ଗଲରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ସାଲେପାଲି ମାନମୁଣ୍ଡା ଜଙ୍ଗଲରୁ ଗୁରୁବାର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଅଳ୍ପ ଦୁରରେ ପଡ଼ିଛି ବାଇକ। ଉଭୟ ଯୁବକ ଫୁଟବଲ ଜର୍ସି ପିନ୍ଧିଥିବା…
Read More...

ଘାଟିରେ ବାଇକକୁ ପିଟିଲା ହାଇୱା ; ଶଳା,ଭିଣୋଇ ମୃତ

ସୁନ୍ଦରଗଡ : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଶଳା, ଭିଣୋଇଙ୍କ ଜୀବନ। ଲହୁଣିପଡା ଦଲମକୁଚା ଘାଟିରେ ବାଇକକୁ ହାଇୱା ପିଟିବାରୁ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକ ସମ୍ପର୍କରେ ଶଳା,ଭିଣୋଇ ବୋଲି ପ୍ରାଥମିକ ତଦନ୍ତରୁ…
Read More...

ଲଗାଣ ବର୍ଷା ପାଇଁ ଏହି ଜିଲାରେ ସବୁ ସ୍କୁଲ ଛୁଟି

ସୁନ୍ଦରଗଡ : ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡରେ ଗୁରୁବାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସବୁ ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷାକୁ…
Read More...

କାର ଧକ୍କାରେ ୨ ସାଇକେଲ ଆରୋହୀ ମୃତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଡଗାଁ ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁ ନିକଟରେ ସଡକ ଦୁର୍ଘଟଣାରେ ୨ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୨ ସାଇକେଲ ଆରୋହୀଙ୍କୁ କାର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ଘର…
Read More...

ସୁନ୍ଦରଗଡରେ ଆଉ ୫ ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ : ବୃଦ୍ଧି ପାଉଛି ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ସଂଖ୍ୟା। ଆଜି ଆଉ ୫ ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୩ଟି ନମୁନାରୁ ୫ ନମୁନା ପଜିଟିଭ ଚିହ୍ନଟ ହୋଇଛି। ଏହାସହ ସୁନ୍ଦରଗଡରେ ପଜିଟିଭ ସଂଖ୍ୟା…
Read More...

ଛେଳି ବ୍ୟବସାୟୀଙ୍କୁ ଗୁଳି କରି ଲୁଟି ନେଲେ ୯ ଲକ୍ଷ

ସୁନ୍ଦରଗଡ : ସୁନ୍ଦରଗଡରେ ଦେଖାଦେଇଛି ଲୁଟେରାଙ୍କ ଉତ୍ପାତ। ଛେଳି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିବା ସହ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା…
Read More...

ବୋଲେରୋ ଉପରେ ମାଡିଗଲା ପୋକଲେନ୍‌‌ ; ୨ ମୃତ

ସୁନ୍ଦରଗଡ : ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ ଏକ ଅଘଟଣ ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। କୋଇଲା ଖଣିରେ ପୋକଲେନ୍‌‌ରେ କାମ କରିବା ବେଳେ ଏହି ଅଘଟଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
Read More...

ଗାଁରେ ବୁଲୁଛି ବାଘ ; ଲୋକେ ଭୟଭୀତ

ସୁନ୍ଦରଗଡ଼ : ସାଧାରଣତଃ ବାଘର ନାଁ ଶୁଣିଲେ ସଭିଏଁ ଭୟଭୀତ ହୋଇଯାଆନ୍ତି। ଗାଁ ରାସ୍ତାରେ ବାଘ ବୁଲିବା ଶୁଣିଲେ ଭୟଭୀତ ହେବା ମଧ୍ୟ ସାଧାରଣ କଥା। ତେବେ ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜର…
Read More...

ଅଗ୍ନିକାଣ୍ଡ ପରେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ସୁନ୍ଦରଗଡ : ସୁନ୍ଦରଗଡ ଟାଉନ୍‌‌ ଥାନା ଲୁହୁରାଢିପାରେ ଅଗ୍ନିକାଣ୍ଡ ପରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୋମବାର ଖବର ମିଳିଛି। ମୃତକ ୨ ଜଣ ଯୁବକ ଓ ସେମାନେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ବୋଲି…
Read More...