BSKY banner  750×100

ସୁନ୍ଦରଗଡରେ ଆଉ ୫ ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ଚିହ୍ନଟ

nua o banner

ସୁନ୍ଦରଗଡ : ବୃଦ୍ଧି ପାଉଛି ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ସଂଖ୍ୟା। ଆଜି ଆଉ ୫ ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୩ଟି ନମୁନାରୁ ୫ ନମୁନା ପଜିଟିଭ ଚିହ୍ନଟ ହୋଇଛି। ଏହାସହ ସୁନ୍ଦରଗଡରେ ପଜିଟିଭ ସଂଖ୍ୟା ୫୦୮ରେ ପହଞ୍ଚିଛି।

Comments are closed.