Browsing Tag

security

ଶପଥଗ୍ରହଣ ସମାରୋହ: ଅପରାହ୍ଣ ୨ଟାରୁ ଜୟଦେବବିହାର-ନାଲକୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର : ଦୀର୍ଘ ୨୪ବର୍ଷ ପରେ ଆଜିଠାରୁ ରାଜ୍ୟର ଶାସନଭାର ନୂଆ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଯିବ। ଜନତା ମଇଦାନରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ଭବ୍ୟ…
Read More...

ସମ୍ବଲପୁରରେ ପୁଲିସର ଫ୍ଲାଗମାର୍ଚ୍ଚ

ସମ୍ବଲପୁର: ଆଗାମୀ ୨୫ ତାରିଖରେ ହାଇପ୍ରୋଫାଇଲ ଲୋକସଭା ଆସନ ସମ୍ବଲପୁର ପାଇଁ ଭୋଟର ମତଦାନ କରିବେ। ପକ୍ଷପାତ ମୁକ୍ତ ନିର୍ବାଚନ ପାଇଁ ପୁଲିସ ବିଭାଗ ସମେତ ବିଭିନ୍ନ ସୁରକ୍ଷା ଏଜେନ୍ସିମାନଙ୍କ ତରଫରୁ କଡା ସୁରକ୍ଷା…
Read More...

ସଂସଦ ସୁରକ୍ଷା ଉଲ୍ଲଙ୍ଘନ ଘଟଣା – ଚାଲିଛି ଅଭିଯୁକ୍ତଙ୍କ ନାର୍କୋ ପରୀକ୍ଷା

ଡେସ୍କ: ସଂସଦ ସୁରକ୍ଷା ଉଲ୍ଲଙ୍ଘନ ଘଟଣାରେ କୋର୍ଟ ନିର୍ଦ୍ଦେଶ ଦେବା ପରେ ଆଜି ଗୁଜୁରାଟର ଅହମଦାବାଦରେ ଅଭିଯୁକ୍ତ ମାନଙ୍କ ନାର୍କୋ ପରୀକ୍ଷା କରାଯାଉଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ସେଠାରେ ଉପସ୍ଥିତ ଥିବା ସୂଚନା…
Read More...

ନିର୍ମାଣାଧୀନ ସୁଡ଼ଙ୍ଗର ହେବ ନିରାପତ୍ତା ଆକଳନ – କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଡେସ୍କ: ଉତ୍ତରାଖଣ୍ଡର ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବା ଘଟଣାରେ ତାର ନିରାପତ୍ତା ଆକଳନ କରାଯିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ସୁଡ଼ଙ୍ଗ ଭିତରେ ୧୭ ଦିନ ଧରି ଫସି ରହିଥିବା ୪୧ ଜଣ…
Read More...

ନଭେମ୍ବର ୭ରେ ମିଜୋରାମ ଓ ଛତିଶଗଡରେ ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି

ଡେସ୍କ: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଥିବା ବେଳେ ଏବଂ ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଲାଗି ମଧ୍ୟ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ମିଜୋରାମ ବିଧାନସଭାର ୪୦ ଜଣ ସଦସ୍ୟ…
Read More...

ମ୍ୟାକଡୋନାଲ୍ଡସ୍ ର ରେଷ୍ଟୁରାଣ୍ଟ ଆରମ୍ଭ

ନୂଆଦିଲ୍ଲୀ : ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିଲା ପରେ ମ୍ୟାକଡୋନାଲ୍ଡସ୍ ଉତ୍ତର ଏବଂ ପୂର୍ବ ଭାରତରେ ଆଉଟଲେଟ୍ ଆରମ୍ଭ କରିଛି। ଗ୍ରାହକମାନଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ଆରାମଦାୟକ ବସିବା ପରିବେଶ ପାଇଁ…
Read More...