Browsing Tag

SBP incident

ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ‘ସମାଜ’ ଖବରଦାତା ଗୁରୁତର

ବଇଣ୍ଡା : ଆଜି ଦିନ ଦ୍ବିପ୍ରହରରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୈନିକ ‘ସମାଜ’ର କିଶୋରନଗର ବ୍ଲକ ଖବରଦାତା ଗୌରଚନ୍ଦ୍ର ସାହୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କିଶୋନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା…
Read More...

ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗେଙ୍ଗୁଟିପାଲି ସ୍ଥିତ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମୋତିଝରଣ ଅଞ୍ଚଳର ଶେଖ୍ ହୁସେନ ବୋଲି ଜଣାପଡିଛି। ସୂଚନା…
Read More...

ଓଲଟିଲା ବରଯାତ୍ରୀ ପିକଅପ୍ ଭ୍ୟାନ୍ : ୨୫ ଆହତ

ରେଢାଖୋଲ :  ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଧଅପୁର ବୁଲାଣୀ ନିକଟରେ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।…
Read More...

ଟ୍ରେନ୍ ଟଏଲେଟ୍‌ରୁ ମୃତଦେହ ଉଦ୍ଧାର

ସମ୍ବଲପୁର : ଟ୍ରେନ୍ ଟଏଲେଟରୁ ମୃତଦେହ ଉଦ୍ଧାର। ସମ୍ବଲପୁର -ନାନ୍ଦେଡ଼ ଟ୍ରେନର ପାଇଖାନା ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ନାନ୍ଦେଡ ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ ଆଜି ସକାଳେ…
Read More...

ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର: ସଂସ୍ପର୍ଶରେ ଆସି ଜଣେ ମୃତ, 2 ଆହତ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବସାଲୋଇ ଗାଁରେ ଅଭାବନୀୟ ଘଟଣା। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଦୁଇ ଗୁରୁତର। ସୂଚନା ମୂତାବକ ମଙ୍ଗଳବାର କିଛି…
Read More...

ଅଜଣା ଗାଡି ଧକ୍କାରେ ଭାଲୁର ମୃତ୍ୟୁ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଧପୁର -ଅଙ୍ଗାବିରା ରାସ୍ତା ରୁ ଆଜି ସକାଳୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅଜଣା…
Read More...

’ସମାଜ ପ୍ରଭାବ’ : ଡାଇକ ଉପରେ ଅପରାଧ ଘଟଣା : ଦୁଇ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ସମ୍ବଲପୁର:  ସମ୍ବଲପୁର ସହରର ଉପକଣ୍ଠସ୍ଥ ଜମାଦାରପାଲି ନିକଟରେ ହୀରାକୁଦ ନଦୀବନ୍ଧ ଉପରେ ରହିଥିବା ଡାଇକ ରାସ୍ତାରେ ଗତ ୨୧ ତାରିଖରେ ସହରର କୁଖ୍ୟାତ ଅପରାଧି ତଥା ବିକାଶ ମୁଣ୍ଡା ଓ ସାଥି ମାନେ ଏହି ଅପରାଧିକ କାଣ୍ଡକୁ…
Read More...