Browsing Tag

sambalpur

ଅପରାଧିଙ୍କ ଉପରେ ଲଗାମ ପାଇଁ ସମ୍ବଲପୁର ପୁଲିସର ସ୍ୱତନ୍ତ୍ର ଅଭିଯାନ: ୭ ଜଣଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର: ସମ୍ବଲପୁର ଜିଲାରେ ଅପରାଧିକ ଗତିବିଧି ଢ଼େର ବୃଦ୍ଧି ପାଉଥିବାରୁ ପୁଲିସ ତରଫରୁ ଅପରାଧିମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଗତ ୯ ତାରିଖରୁ ଚଳାଯାଉଛି। ସମ୍ବଲପୁର ତଥା ଆଖପାଖର…
Read More...

ପୁରୀ ଓ ଲିଙ୍ଗରାଜ ମନ୍ଦିର ପରେ ଫୋକସରେ ସମଲେଶ୍ୱରୀ ପୀଠ

ସମ୍ବଲପୁର: ରାଜ୍ୟ ସରକାର ପୁରୀ ଓ ଲିଙ୍ଗରାଜ ମନ୍ଦିରର ବିକାଶ ଯୋଜନାଗୁଡିକୁ କାର୍ଯ୍ୟାନ୍ୱିତ କରୁଥିବା ବେଳେ ଏବେ ଫୋକସରେ ରହିଛି ସମ୍ବଲପୁରର ସମଲେଶ୍ୱରୀ ପୀଠ। ଗତ ଜାନୁଆରୀ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ପିଡବ୍ଲ୍ୟୁଡିର ରାସ୍ତାକୁ ମହାନଗର ନିଗମର ରାଜସ୍ୱ ଆଦାୟ ପାଇଁ ଜବରଦଖଲ

ସମ୍ବଲପୁର: ସମ୍ବଲପୁରକୁ ଜବରଦଖଲକାରୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ବେଳେ ଜବରଦଖଲ ଉଚ୍ଛେଦର ଦାୟିତ୍ୱରେ ରହିଥିବା ମହାନଗର ନିଗମ ପ୍ରଶାସନ ଏବେ ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବାର ସାଧାରଣରେ ଅଭିଯୋଗ ହେଉଛି।…
Read More...

କୂଅରେ ପଡ଼ିଛି ହାତୀ: ଘେରିଛନ୍ତି ହାତୀ ପଲ, ହାତୀଙ୍କ ଗର୍ଜନରେ ଭୟଭୀତ ଅଞ୍ଚଳବାସୀ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ବାହଳ ରେଂଜର କଶିବାହାଳ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ପଡ଼ିଛି। ସେହି ହାତୀଟି କୂଅରୁ ବାହାରିବାକୁ ଚେଷ୍ଟା କରୁଥିଲେ ବି ସେଥିରୁ ଉଠି…
Read More...

ଅସହାୟ ପରିବାରକୁ ସହାୟ ହେଲା ସ୍ୱଇଚ୍ଛା

ସମ୍ବଲପୁର: କରୋନା ସମୟରେ ସାରା ବିଶ୍ୱର ଆର୍ଥିକ ବ୍ୟବସ୍ଥା ଦୋହଲି ଯାଇଥିବା ବେଳେ ଅନେକ ରୋଜଗାରହୀନ ହୋଇ କଷ୍ଟରେ ଜୀବନଯାପନ କରିବାକୁ ବାଧ୍ୟ ହେଉଛନ୍ତି। ବିଗତ ଦିନରେ ସ୍ଥାନୀୟ ବୁଢ଼ାରଜା ସ୍ଥିତ ଶାନ୍ତିନଗର ଠାରେ…
Read More...

ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁରର ଜଣାଶୁଣା ଶିକ୍ଷାବିତ ତଥା ସମାଜସେବୀ ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କୁ ଓଡିଶା ବିଜ୍ଞାନ ଏକାଡେମୀ ତରଫରୁ ଜୀବନବ୍ୟାପି ବୈଜ୍ଞାନିକ ଭାବରେ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି। ବରିଷ୍ଠ…
Read More...

ପୁନର୍ବାର କଂଗ୍ରେସ ଜିଲା ସଭାପତି ହେଲେ ଅଶ୍ୱିନୀ

ସମ୍ବଲପୁର: ରାଜ୍ୟରେ କଂଗ୍ରେସ ସଙ୍ଗଠନକୁ ତ୍ରୁଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଦଳର ବିଭିନ୍ନ ସାଙ୍ଗଠନିକ ପଦଗୁଡିକରେ ବିଭିନ୍ନ ପଦାଧିକାରୀ ମାନଙ୍କୁ ନିଯୁକ୍ତ କରାଯାଉଛି। ଏହି କ୍ରମରେ ବିଗତ ଦିନରେ କଂଗ୍ରେସର ଓଡିଶା…
Read More...

ସର୍ବଭାରତୀୟ ସ୍ତରରେ ଓଡିଆଙ୍କ ଦବଦବା, ଦେଶର ୧୦ ସୁପରକ୍ରାଟ ମଧ୍ୟରେ ୩ ଜଣ ଓଡିଆ

ସମ୍ବଲପୁର: ଦେଶର ପ୍ରମୁଖ ମାଗାଜିନମାନଙ୍କ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କ୍ଷମତାଶାଳୀ ବ୍ୟକ୍ତିତ୍ୱମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଭଳି କ୍ରମରେ ଇଣ୍ଡିଆ ଟୁଡେ ମାଗାଜିନ ପକ୍ଷରୁ…
Read More...

ନର୍ସିଂହୋମ ଉପରେ ଚଢାଉ

ସମ୍ବଲପୁର: ସମ୍ବଲପୁରର ମାଝିପାଲିରେ ସ୍ଥିତ ଏକ ଘରୋଇ ନର୍ସିଂହୋମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଙ୍ଗଳବାର ପୂର୍ବାହ୍ନରେ ଚଢାଉ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଅଶୋକ ନନ୍ଦ ନାମକ ଜଣେ ଆୟୁଷ ଡାକ୍ତର ଏହି ଘରୋଇ…
Read More...

ଗାନ୍ଧୀ ଜୟନ୍ତୀ: ମହାତ୍ମା ଗାନ୍ଧୀ ଆଶ୍ରମ ସଂଘ ପ୍ରତି ପ୍ରଶାସନର ସୁଦୃଷ୍ଟି ପଡିବ ତ !!! 

ସମ୍ବଲପୁର: ଶୁକ୍ରବାର ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ପୂଣ୍ୟ ଜନ୍ମତିଥି। ମହାତ୍ମାଙ୍କ ଜନ୍ମ ଦିବସ ଅବସରରେ ତାଙ୍କର ଅହିଂସା ନୀତି ଓ ଆଦର୍ଶର ପ୍ରଚାର ପ୍ରସାର ପାଇଁ ଅନେକ କାର୍ୟ୍ୟକ୍ରମ କରାଯାଇଥାଏ। କିନ୍ତୁ…
Read More...