Browsing Tag

sambalpur news odia news odisha news

ଭିଜିଲାନ୍ସ ଜାଲରେ ଫସିଲେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର, କନିଷ୍ଠ କିରାଣୀ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ମଙ୍ଗଳବାର ଫସିଲେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀ। ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା…
Read More...

୧୧ କେଭି ଭୂତଳ ବିଦ୍ୟୁତ କେବୁଲ କାର୍ଯ୍ୟକ୍ଷମ

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଐତିହାସିକ ପ୍ରକଳ୍ପ ସମଲେଇ ଯୋଜନା ଅଧିନରେ କମଳି ବଜାର ଠାରୁ ବଡବଜାର ଏବଂ ମାଁ ସମଲେଶ୍ୱରୀ ମନ୍ଦିର ପାଶ୍ୱର୍ ଦେଇ ଭୂତଳ ୧୧ କେଭି ବିଦ୍ୟୁତ…
Read More...

କ୍ରାଇମ ବ୍ରାଞ୍ଚ ଅଧିକାରୀ ରୂପେ ପରିଚୟ ଦେଇ ୧୫ ଲକ୍ଷ ଟଙ୍କାର ସାଇବର ଠକେଇ

ସମ୍ବଲପୁର : ବୁର୍ଲା କିର୍ବା ନିବାସୀ ବିବେକାନନ୍ଦ ବେହେରାଙ୍କୁ ୪ ତାରିଖ ସକାଳ ସମୟରେ ଏକ କମ୍ପ୍ୟୁଟରାଇଜ କଲ ତାଙ୍କର ଫୋନକୁ ଆସିଥିଲା। ଉକ୍ତ କଲ ସେ ରିସିଭ କରିବା ପରେ ଫେଡ ଏକ୍ସ କୋରିୟରରେ ତାଙ୍କ ନିକଟକୁ ପାର୍ସଲ…
Read More...

ନାଳ ଜାମ, ଝିପି ଝିପି ବର୍ଷାରେ ନାଳ ଉଛୁଳୁଛି

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ପକ୍ଷରୁ ମାସକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ କିନ୍ତୁ ବ୍ୟାପକ ହେରଫେର ଯୋଗୁଁ ନିଗମ ଅଞ୍ଚଳରେ ସଫେଇ କାର୍ୟ୍ୟ ହେଉନାହିଁ। ସଫେଇ ଠିକ ଭାବରେ ହେଉ ନ ଥିବା ଏବଂ…
Read More...

ରିୱାର୍ଡ ନାମରେ ସାଇବର ଠକେଇ

ସମ୍ବଲପୁର : ଓଡିଶା ସରକାର ଯେତେ ସାଇବର ଠକ ମାନଙ୍କ ଠାରୁ ଜନତାଙ୍କୁ ରକ୍ଷା କରିବା ପାଇଁ ଯେତେ ସଚେତନତା କରିଲେ ସୁଦ୍ଧା ଲୋକେ ବାରମ୍ବାର ଠକାମିର ଶିକାର ହେଉଛନ୍ତି। ସାମାନ୍ୟ ଅସାବଧାନତା ଯୋଗୁଁ ସେମାନେ ବାରମ୍ବାର…
Read More...

ପିସ୍ତଲ ମୁନରେ ଲକ୍ଷାଧିକ ଟଙ୍କାର ସୁନାଚେନ ଲୁଟ 

ସମ୍ବଲପୁର : ସ୍ଥାନୀୟ ଧନୁପାଲି ଥାନା ଅର୍ନ୍ତଗତ କୁଲୁଥକାନୀ ଅଞ୍ଚଳରେ ବୁଧବାର ରାତ୍ରିରେ ପିସ୍ତଲ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କାର ସୁନାଚେନ ଲୁଟ କରାଯାଇଛି। କୁଲୁଥକାନୀ ନିବାସୀ ଶିଶିର କୁମାର…
Read More...

ଲୁହା ଛଡ ସହିତ ଟ୍ରକ ଲୁଟ : ୨ ଗିରଫ

ସମ୍ବଲପୁର: ସ୍ଥାନୀୟ ଶାସନ ଥାନା ଅର୍ନ୍ତଗତ ମାଝିପାଲି ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ରୁ ଗତ ୧୧ ତାରିଖରେ ୫ ଜଣ ବ୍ୟକ୍ତି ଏକ ଲୁହା ଛଡ ଓ ବାଇଣ୍ଡିଂ ତାର ଭର୍ତ୍ତି ଟ୍ରକକୁ ଲୁଟ କରିଥିଲେ। ଏହି ଘଟଣାରେ ଲୁଟ…
Read More...

ସମ୍ବଲପୁର ଇଷ୍ଟଦେବୀ ମାଁ ସମଲେଇଙ୍କ ଠାରେ ଲାଗି ହେଲା ନବାନ୍ନ

ସମ୍ବଲପୁର : ନୂଆଁଖାଇ ହେଉଛି କୃଷି ଓ କୃଷକର ଭାବନା ସହ ଜଡିତ ମହାନ ଗଣପର୍ଵ। ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ।…
Read More...

ମହାନଦୀକୁ ଡେଇଁ ଯୁବତୀ ନିଖୋଜ

ସମ୍ବଲପୁର : ମହାନଦୀକୁ ଡେଇଁ ଯୁବତୀ ନିଖୋଜ ହୋଇଛନ୍ତି। ଚାଉଁରପୁର ବ୍ରିଜରୁ ମହାନଦୀକୁ ଯୁବତୀ ଡେଇଁଛନ୍ତି। ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାରକାର କାର୍ଯ୍ୟ…
Read More...

ଚକ ସମସ୍ୟା ନେଇ ଆରଡିସିଙ୍କ ନିକଟରେ ଚାଷୀ ଦ୍ୱାରସ୍ଥ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ କୁଦୋପାଲି ଓ ଦଣ୍ଡେଇପାଲି ଗ୍ରାମର ଚାଷୀ ମାନେ ସେମାନଙ୍କର ଜମି ଚକ ସମସ୍ୟା ନେଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଆରଡିସିଙ୍କୁ ଦେଇଥିବା…
Read More...