Browsing Tag

sambalpur news odia news odisha news

ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ରେଖା ଦେଙ୍କ ୨ଟି ସ୍ୱର୍ଣ୍ଣ ପଦକ ହାସଲ 

ସମ୍ବଲପୁର : ବିଗତ ୧୨ ଓ ୧୩ ଅକ୍ଟୋବରରେ ମାଲେସିଆ ଦେଶର କୁଆଲାଲମପୁର ଠାରେ ସ୍ଥିତ ବୁକିତ କଲିଲ ମିନି ଷ୍ଟାଡିୟମ ଠାରେ ୩୬ତମ ମାଲେସିଆନ ଆର୍ନ୍ତଜାତୀୟ ଓପନ ମାଷ୍ଟର୍ସ ଏଥେଲେଟିକ୍ସ ଚାମ୍ପିୟନସିପ ୨୦୨୪ ଅନୁଷ୍ଠିତ ହୋଇ…
Read More...

ମୁଦିପଡା ଗଜଲକ୍ଷ୍ମୀ ପୂଜା ଆରମ୍ଭ 

ସମ୍ବଲପୁର: ସମ୍ବଲପୁରର ମୁଦିପଡା ସ୍ଥିତ ପଞ୍ଚମୁଖୀ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି। ମହିଳାମାନେ ଏକ ଭବ୍ୟ ଶୋଭାଯାତ୍ରାରେ ମହାନଦୀକୁ ଯାଇ କଳସରେ ଜଳ ଭର୍ତ୍ତି କରି ପୂଜା ମଣ୍ଡପକୁ ଆସିଥିଲେ। ଅନେକ…
Read More...

ସର୍ବ ଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନ ସିପ ; ସମ୍ବଲପୁର ଏକାଡେମୀ ଦଳ ଚାମ୍ପିୟନ

ସମ୍ବଲପୁର : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆୟୋଜିତ ହେଉଥିବା ସର୍ବ ଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନସିପ ୨୦୨୪ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଅପରାହ୍ନରେ ଆୟୋଜିତ ଫାଇନାଲ ମ୍ୟାଚରେ…
Read More...

ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର : ପବିତ୍ର ମହାଳୟା ତିଥି ଅବସରରେ ମାଁ ସମଲେଶ୍ୱରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତ ମାନଙ୍କ ଅବଗତି ନିମନ୍ତେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ବୋର୍ଡର ସଭାପତି…
Read More...

ସମ୍ବଲପୁର ଚିଡିଆଖାନାରେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ପ୍ରଦର୍ଶନ

ସମ୍ବଲପୁର : ଗତ ବର୍ଷ ନୂଆପଡା ଜିଲାରେ ପ୍ରାୟ ୭ – ୮ ବର୍ଷିୟ ଏକ ପୁରୁଷ କଲରାପତରିଆ ବାଘ ୨ ଜଣ ବ୍ୟକ୍ତିଙ୍କୁ ମାରିବା ସହିତ ଜଣକୁ ଆହତ କରିଥିଲା। ଉକ୍ତ କଲରାପତରିଆ ବାଘକୁ ଗତ ବର୍ଷ ୫ ନଭେମ୍ବର ୨୦୨୩ ଉଦ୍ଧାରକାରୀ ଦଳ…
Read More...

ମାଁ ସମଲେଶ୍ୱରୀଙ୍କ ଷୋଡଶ ପୂଜାରମ୍ଭ 

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ମଙ୍ଗଳବାର ଠାରୁ ମାଁଙ୍କ ଷୋଡଶ ପୂଜା ଆରମ୍ଭ ହୋଇଯାଇଛି। ମାଁ ସମଲେଶ୍ୱରୀ ପୀଠରେ ଦଶହରା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ମାଁଙ୍କୁ ୧୬ଟି…
Read More...

କପଡା ଗୋଦାମରେ ଜିଏସଟି ଚଢାଉ

ସମ୍ବଲପୁର : କାମଲିବଜ଼ାରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଶୁକ୍ରବାର ଜିଏସଟି ଚଢାଉ କରିଛି । ଦୀର୍ଘ ଦିନ ହେବ ଏହି ଦୋକାନୀ ଜିଏସଟି ଫାଙ୍କୁଥିବା ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କାମଲିବଜ଼ାରରେ…
Read More...

ପୂଜା ଚାନ୍ଦା ପାଇଁ ବାଇକକୁ ପୋଡି ଦେଲେ ଦୁର୍ବୃତ୍ତ

ସମ୍ବଲପୁର: ପୂଜା ଚାନ୍ଦା ପାଇଁ ବାଇକକୁ ପୋଡି ଦେଲେ ଦୁର୍ବୃତ୍ତ। ବିଭିନ୍ନ ପୂଜା ସମୟରେ ଜବରଦସ୍ତ ଲୋକଙ୍କ ଠାରୁ ଚାନ୍ଦା ମାଗିବା ବେଆଇନ ଅଟେ । ଏବେ ପୁଣି ଥରେ ସମ୍ବଲପୁର ଦୁର୍ଗାପାଲି ଠାରେ ଗଣେଶ ପୂଜା ପାଇଁ ଜବରଦସ୍ତ…
Read More...

ଧାନ ବିଲରେ ଥିବା ଗଭୀର ନଳକୂପକୁ ଭାଙ୍ଗିଲା ହାତୀ 

ସମ୍ବଲପୁର: ସମ୍ବଲପୁର ଜିଲାରେ ନିୟମିତ ବଣୁଆ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବହୁ ଦାବି ସତ୍ୱେ ଏହାକୁ ରୋକିବାରେ ସରକାର କିମ୍ବା ବନ ବିଭାଗ ବାରମ୍ବାର ବିଫଳ ହେଉଛନ୍ତି । ଏଭଳି ଏକ ଘଟଣାରେ ମଙ୍ଗଳବାର ବିଳମ୍ବିତ…
Read More...

ଚାଉଁରିପୁର ସେତୁରୁ ମହାନଦୀକୁ ଡେଇଁବା ଘଟଣା; ମିଳିଲା ଛାତ୍ରୀଙ୍କ ମୃତଦେହ

ସମ୍ବଲପୁର : ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ସମ୍ବଲପୁର ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମୃତଦେହ ଦୀର୍ଘ ୪ ଦିନ ପରେ ମଙ୍ଗଳବାର ଆଠଗଡ ଥାନା କନ୍ଦରପୁର ସ୍ଥିତ ମହାନଦୀ କୂଳରୁ ଠାବ ହୋଇଛି…
Read More...