Patra electronics

କପଡା ଗୋଦାମରେ ଜିଏସଟି ଚଢାଉ

ସମ୍ବଲପୁର : କାମଲିବଜ଼ାରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଶୁକ୍ରବାର ଜିଏସଟି ଚଢାଉ କରିଛି । ଦୀର୍ଘ ଦିନ ହେବ ଏହି ଦୋକାନୀ ଜିଏସଟି ଫାଙ୍କୁଥିବା ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କାମଲିବଜ଼ାରରେ ଥିବା ମିତ୍ତଳ ଏଜେନସିରେ ଏକ ୧୫ ଜଣିଆ ଟିମ ଚଢାଉ କରିଥିଲେ। ଏକକାଳୀନ ଏହି ଏଜେନ୍ସିର ୫ଟି ସ୍ଥାନରେ ୧୫ ଟିମ ଚଢାଉ କରିଥିଲେ। କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିବାର ଅଭିଯୋଗ ଆସିବା ପରେ ସିଟି ଜିଏସଟି ବିଭାଗର ବହୁ ଅଧିକାରୀ ଏହି ଚଢାଉରେ ସାମିଲ ଅଛନ୍ତି।

ସୂର୍ଯ୍ୟ,ବୁଧଙ୍କ ରାଶି ପରିବର୍ତ୍ତନ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ସବୁ ଇଚ୍ଛା ହେବ ପୂରଣ..

ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା..

Comments are closed.