ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା..

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଚଳନ୍ତା ଟ୍ରେନରେ ଜଣେ ରେଳ କର୍ମଚାରୀଙ୍କୁ କିଛି ଯାତ୍ରୀ ପିଟିପିଟି ହତ୍ୟା କରିଥିବା ଖବର ହଇଚଇ ସୃଷ୍ଟି କରିଛି। ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା ବିହାରର ବରୌନୀରୁ ନୂଆଦିଲ୍ଲୀ ଯାଉଥିବା ୦୨୫୬୩ ହମସଫର ଏକ୍ସପ୍ରେସରେ ଘଟିଛି । ମୃତକ ରେଳ କର୍ମଚାରୀଙ୍କ ଉପରେ ଜଣେ ନାବାଳିକାଙ୍କୁ ଅସଦାଚରଣର ଅଭିଯୋଗ ଥିଲା । ଏହି ଘଟଣାର ଏକ୍ସପ୍ରେସ ଟ୍ରେନର ଏକ ଏସି ବଗିରେ ଘଟିଥିଲା । ପୁଲିସ ମୃତକ ରେଳ କର୍ମଚାରୀ ପ୍ରଶାନ୍ତ … Continue reading ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା..