Browsing Tag

sakhigopal news odia news odisha news

ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ

ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ଡେଲାଙ୍ଗ…
Read More...

ଅଁଳା ନବମୀ ; ୨ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କଲେ

ସାକ୍ଷୀଗୋପାଳ : ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ,ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ଅନୁଷ୍ଠିତ ହୋଇଥିଲା। ବର୍ଷକରେ କେବଳ ଏହି ଗୋଟିଏ…
Read More...

ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଛତିଶଗଡ ରାଜ୍ୟପାଳ

ସାକ୍ଷୀଗୋପାଳ: ଛତିଶଗଡ ରାଜ୍ୟପାଳ ମହାମହିମ ବିଶ୍ୱ ଭୂଷଣ ହରିଚନ୍ଦନ ପୁରୀରୁ ଭୁବନେଶ୍ୱର ଯିବା ଅବସରରେ ରାତି ୯ଟା ସମୟରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡସ୍ଥିତ ସତ୍ୟବାଦୀ ଯୁଗର ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ,…
Read More...

ଚଳିତ ବର୍ଷ ଠାରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାମଲେଖା ଓ ପାଠପଢା ଆରମ୍ଭ ହେବ

ସାକ୍ଷିଗୋପାଳ: ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ନାମଲେଖା ହୋଇ ପାଠପଢ଼ା ଆରମ୍ଭ ହେବ। ଏଥିନିମନ୍ତେ ବୁଧବାର ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ସତ୍ୟବାଦୀ…
Read More...

ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୁଆଣ୍ଡୋ ପରିଦର୍ଶନ 

ସାକ୍ଷୀଗୋପାଳ :  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ତରଫରୁ ୩୨.୮ କୋଟି ଟଙ୍କା ଅନୁଦାନରେ ଉତ୍କଳମଣିଙ୍କ ଷଠୀ ଘର ଓ ଗ୍ରାମର ଶୈବପୀଠ ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର …
Read More...

ସାକ୍ଷୀଗୋପାଳ କଲେଜରେ “ନିଶା ମୁକ୍ତ ଭାରତ ଅଭିଯାନର ଦିନିକିଆ କର୍ମଶାଳା “

ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସମ୍ମିଳନୀକକ୍ଷରେ  ନିଶାମୁକ୍ତ ଭାରତ ଅଭିଯାନର ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ପୁରୀ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ…
Read More...

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ

ସାକ୍ଷୀଗୋପାଳ :  କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ପରିସରରେ ଆଜି ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଗବେଷଣା ବିଭାଗର ଅଧ୍ୟକ୍ଷ…
Read More...