Browsing Tag

rengalicamp

ମାଲିକର ଟ୍ରାକ୍ଟର ଚାପାରେ ଶିଶୁ ଶ୍ରମିକର ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଖିରାପାଳି ଆନ୍ଧ୍ର ପଡ଼ାରେ ଜଣେ ନାବାଳକ ଶିଶୁର ମାଲିକର ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁ ଘଟିଛି। ଘଟଣା ସୂତ୍ରରୁ ଜଣାପଡିଛି ଯେ, ଅରୁଣ ବେହେରା…
Read More...

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ଭର୍ଚୁଆଲ ମୋଡ଼ରେ ସମୀକ୍ଷା…

ରେଙ୍ଗାଲିକ୍ୟାମ୍ପ : ନିଶିଗନ୍ଧା ଜନ୍ମ ଉତ୍ସବ ତଥା ନୂତନ ଭାବରେ ଖୋଲିଥିବା ତିନୋଟି ୱେବସାଇଟର ପରିଚାଳନା ପାଇଁ ଗତ ୧୯ ତାରିଖରେ ନିଶିଗନ୍ଧା ପରିବାରର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…
Read More...

ବିଲ ଓ ରାସ୍ତାରେ ପଡ଼ିଛି ଶହ ଶହ ବସ୍ତା ଧାନ, ଚାଷୀଙ୍କ ନିଦ ହଜେଇଲା ବର୍ଷା

ରେଙ୍ଗାଲିକ୍ୟାମ୍ପ : କୃଷି ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ହୋଇଥିବା ବେଳେ ଆଜି କୃଷି ପ୍ରକୃତି ହାତର ଖେଳ ସାଜିଛି। କାଳବୈଶାଖୀର କରାଳ ଦୃଷ୍ଟିରେ ଆଜି ଚାଷୀ କୂଳର ସବୁ ପରିଶ୍ରମ ବ୍ୟର୍ଥ ପାଲଟିଛି। ଆଗକୁ ପୁଣି…
Read More...

ଅତାବିରାରେ ବଜାର ଓ ରାସନ୍ ସାମଗ୍ରୀ ବଣ୍ଟନରେ ରହୁନି ସାମାଜିକ ଦୂରତା

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ କରୋନା ସଂକ୍ରମଣ ବୃଦ୍ଧି ନିୟନ୍ତ୍ରଣ ବାହାରେ ରହିଛି। ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ ମଧ୍ୟ ବୃଦ୍ଧି କରିଛନ୍ତି। ଆଜି ସୁଦ୍ଧା ଅଞ୍ଚଳରେ ୪୬୬ରୁ ଉର୍ଦ୍ଧ୍ବ ସଂକ୍ରମିତ…
Read More...

ଅତାବିରାରେ ନୂତନ ଥାନା ଅଧିକାରୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଦିଲିପ୍ ବେହେରା ଯୋଗ ଦେଇଛନ୍ତି। ଶ୍ରୀ ବେହେରା ଅତାବିରା ଥାନାରେ ଯୋଗଦେବା ପୂର୍ବରୁ ସେ ୨୦୧୮ ମସିହାରେ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଭାବରେ…
Read More...

ଟୋକନ ଅବଧି ବୃଦ୍ଧି ପାଇଁ ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶା ସରକାରଙ୍କ ଯୋଗାଣ ମନ୍ତ୍ରୀ ଓ ସଚିବଙ୍କ ସହ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ଚାଷୀଙ୍କ ଟୋକନ ଓ ପଞ୍ଜିକରଣ ସମସ୍ୟାକୁ ନେଇ ଗତ ମାର୍ଚ୍ଚ ମାସରେ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ…
Read More...

ଦୁଗ୍ଧ ସମବାୟ କେନ୍ଦ୍ରରେ ଝୁଲିଲା ତାଲା, ବିକ୍ରି ହୋଇପାରିଲା ନାହିଁ ୬୫ ହଜାର ଲିଟର କ୍ଷୀର

ରେଙ୍ଗାଲିକ୍ୟାମ୍ପ : ଓମଫେଡ଼୍ ପରିଚାଳିତ ସମ୍ବଲପୁର ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ସହାୟକ ସଂଘ ଲିଃ(ସାମୁଲ) ଅଧୀନରେ ଥିବା ଅତାବିରା ଦୁଗ୍ଧ ଉତ୍ପାଦନ କେନ୍ଦ୍ରରେ ୧୧ଟି ଦୁଗ୍ଧ ସଂଗ୍ରହ ଶାଖା କେନ୍ଦ୍ର ଅନ୍ତର୍ଭୁକ୍ତ । ଏହି…
Read More...

ବିଶୃଙ୍ଖଳିତଙ୍କ ଉପରେ ପୁଲିସର ତୀକ୍ଷ୍ଣ ନଜର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକର ୨୪ଟି ପଞ୍ଚାୟତରେ ତାଲା ବନ୍ଦ କଡାକଡ଼ି ଆରମ୍ଭ ହୋଇଯାଇଛି। ତାଲା ବନ୍ଦର ଆଜି ଦ୍ଵିତୀୟ ଦିନରେ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଥିଲେ ମଧ୍ୟ ଲୋକେ ନିୟମ ଉଲ୍ଲଙ୍ଘନ କରି ନିଜର…
Read More...

ବିଧାୟିକାଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

ରେଙ୍ଗାଲିକ୍ୟାମ୍ପ : ସାମ୍ପ୍ରତିକ କରୋନା ସଂକ୍ରମଣର ଭୟାବହତା ଓ ଅକ୍ସିଜେନ ଅଭାବଜନିତ ମୃତ୍ୟୁ ଘଟଣା ଦିନକୁ ଦିନ ମଣିଷକୁ ଅଧିକ ଆତଙ୍କିତ କରିଛି। ମୁଖ୍ୟତଃ ଅତାବିରା ଅଞ୍ଚଳରେ କୌଣସି ଆଇସୋଲେସନ ୱାର୍ଡ କିମ୍ବା…
Read More...

ଆର୍‌ଡି ରାସ୍ତାର ଗୁମର କଥା… ନ କହିଲେ କୂଳ ଭାସି ଯାଉଛି

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାର ଅତାବିରା କୃଷି ପ୍ରଧାନ ଅଞ୍ଚଳ ଭାବେ ବେଶ ପରିଚିତ। ୨୪ଟି ପଞ୍ଚାୟତ ଓ ୧୨ଟି ୱାର୍ଡ ବିଶିଷ୍ଟ ଏନଏସିକୁ ନେଇ ଏହା ଗଠିତ। ଅଞ୍ଚଳର ଲୋକଙ୍କ…
Read More...