Browsing Tag

puri

ରେଳ ବଜେଟରେ ରାଜ୍ୟକୁ ମିଳିଛି ୧୦ ହଜାର ୫୮୬ କୋଟି

ଡେସ୍କ: ୨୦୨୪-୨୫ ଆର୍ଥିକ ବଜେଟ ଆଗତ ହେବାର ଗୋଟିଏ ଦିନ ପରେ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ୧୦ ହଜାର ୫୮୬ କୋଟି ଟଙ୍କା ଅନୁଦାନ ମିଳିଛି। ଗଣମାଧ୍ୟମକୁ…
Read More...

ନେପାଳ ବିମାନ ଦୁର୍ଘଟଣା – ପାଇଲଟଙ୍କ ବ୍ୟତୀତ ସମସ୍ତ ୧୮ ଯାତ୍ରୀ ମୃତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓଲି

ଡେସ୍କ: ତ୍ରିଭୁବନ ବିମାନବନ୍ଦର କାର୍ଯ୍ୟାଳୟ ଅନୁଯାୟୀ ସୌର୍ଯ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୯ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ବିମାନରେ ପାଇଲଟଙ୍କ ସମେତ ୧୯ ଜଣ ଯାତ୍ରୀ ଥିଲେ।…
Read More...

ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଧମକ ମାମଲା – ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଫୁଲବାଣୀ: ଜଣେ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ସହିତ ଜୀବନରେ ମାରିଦେବା ପାଇଁ ଧମକ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ରାଜେଶ ଦାସଙ୍କ ଇଜିଲାସରେ ଅନୁଷ୍ଠିତ ହୋଇ…
Read More...

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମହିଳା ସରପଞ୍ଚଙ୍କ ସହ ସ୍ୱାମୀ ଗିରଫ

ଅନୁଗୋଳ: ଅନୁଗୋଳ ଭିଜିଲାନ୍ସ ବିଭାଗ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁସବା ପଞ୍ଚାୟତର ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ପଦ୍ମ ଚରଣ ପ୍ରଧାନ ନାମକ ଜଣେ ଵ୍ୟକ୍ତିଙ୍କର ଫାର୍ମ ଫଣ୍ଡ…
Read More...

ମଦଦୋକାନ ଲୁଟ୍ ଘଟଣାରେ ୩ ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ସନ୍ନିକଟ ଶକ୍ତିସୁଗାର ନିକଟରେ ମଦ ଦୋକାନରୁ ଲୁଟ୍ ହୋଇଥିବା ଘଟଣାରେ ୩ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ୍ ସଦର ଥାନାର ବିମ୍ବୋଳ ନିକଟରୁ ଗିରଫ କରିଛି। ଗିରଫ ଅପରାଧିଙ୍କ ନିକଟରୁ…
Read More...

ଇସ୍ରାଏଲରେ କାମ କରୁଛନ୍ତି ୪୮୨୫ ଭାରତୀୟ ଶ୍ରମିକ

ଡେସ୍କ: ଇସ୍ରାଏଲ୍‌‌ରେ ୪ ହଜାର ୮୨୫ ଜଣ ଭାରତୀୟ ଶ୍ରମିକ ନିୟୋଜିତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଲୋକସଭାରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, ଇସ୍ରାଏଲ୍‌‌ରେ ଭାରତୀୟ ଶ୍ରମିକଙ୍କ…
Read More...

ଟନେଲ ସଂଯୋଗ କ୍ଷେତ୍ରରେ ପୂର୍ବତଟ ରେଳପଥର ସଫଳତା

ଡେସ୍କ: ଟନେଲ ସଂଯୋଗ କାର୍ଯ୍ୟରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲିଙ୍କ୍ ପ୍ରକଳ୍ପ (୩୦୧ କିଲୋମିଟର) ନିର୍ମାଣ କାର୍ଯ୍ୟରେ ନିୟୋଜିତ ରେଳପଥର ନିର୍ମାଣ ବିଭାଗର…
Read More...

୫ ବର୍ଷରେ ବିଦେଶରେ ପ୍ରାଣ ହରାଇଛନ୍ତି ରାଜ୍ୟର ୩୧ ଶ୍ରମିକ

ଡେସ୍କ: ଗତ ୫ ବର୍ଷରେ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଇ ପ୍ରାୟ ୧୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ବିଦେଶକୁ କାମ କରିବାକୁ ଯାଇ ୩୧ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ବିଜେଡି…
Read More...

ଜିଲ୍ଲାପାଳ କଣ ଫୌଜଦାରୀ ମାମଲାର ତଦନ୍ତ କରନ୍ତି? – ବିଜେଡି ନେତ୍ରୀ ପ୍ରମିଳା ମଲିକ

ଡେସ୍କ: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଦ୍ୱାରା ଏଏସଓଙ୍କୁ ମାଡ ମରା ଯିବା ଘଟଣାରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ରାଜ୍ୟ…
Read More...

ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା, ରାସ୍ତା ଅବରୋଧ ଜାରୀ

ଭବାନୀପାଟଣା: ଗତରାତିରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟିବା ଘଟଣାରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ସହିତ ରାସ୍ତା ଅବରୋଧ ଏବେବି ଜାରୀ ରହିଛି। ଟ୍ୟାଙ୍କର ଚାପାରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ…
Read More...