Browsing Tag

puri temple

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହେବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।…
Read More...

ଦିବା ପହୁଡ ନୀତି ପାଇଁ ଆଜି ୩ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ : ଦିବା ପହୁଡ଼ ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଆପାତତଃ ଅପରାହ୍ଣ ୨ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ ନୀତି ପାଇଁ…
Read More...

ମଙ୍ଗଳବାର ଛତିଶା ନିଯୋଗ ବୈଠକ : ରତ୍ନଭଣ୍ଡାର ମରାମତି, ଶୃଙ୍ଖଳିତ ଦର୍ଶନ ନେଇ ହୋଇପାରେ ଆଲୋଚନା

ପୁରୀ : ଆସନ୍ତା ୧୦ ତାରିଖ ଅର୍ଥାତ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ।  ଏଥିରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଆଲୋଚନା ହୋଇପାରେ। ଏହାସହ ଶ୍ରୀମନ୍ଦିରରେ ପୂଜା ନୀତି ଏବଂ…
Read More...

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି : ଚାରି ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ମାର୍ଗଶିର କୃଷ୍ଣପକ୍ଷ ଦଶମୀ ତିଥି  ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହଙ୍କ ଏହି ଗୁପ୍ତନୀତି ଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦିଆଯାଇଥାଏ।…
Read More...

ଜାଲିଆତି କରି ବିକିଦେଲେ ଜଗନ୍ନାଥଙ୍କ ଜମି

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ବେଆଇନ ଭାବେ ଜବରଦଖଲ କରି ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରାଯାଉଥିବା ସଂକ୍ରାନ୍ତରେ ଶନିବାର ବାସେଳିସାହି ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ…
Read More...

ରୁପା ଛାଉଣି ହେବ ପତିତପାବନ ମନ୍ଦିର: ଲାଗିବ ୩୫୦ କିଲୋ ରୁପା

ପୁରୀ : ଶ୍ରୀମନ୍ଦିରର ସିଂହଦ୍ବାର ପତିତପାବନ ମନ୍ଦିର ସହ ଅନ୍ୟ ସ୍ଥାନକୁ ରୁପା ଛାଉଣି କରାଯିବ ବୋଲି ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ପୂର୍ବ ପରିଚାଳନା ବୈଠକରେ…
Read More...

ଦୁଇ ଦିନ ହବିଷ୍ୟାଳୀଙ୍କୁ ଶ୍ରୀମନ୍ଦିର ମନା: ଜିଲ୍ଲାପାଳ

ପୁରୀ : ବାତ୍ୟା ‘ଦାନା’ ପ୍ରଭାବରେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଏବଂ ବିଦ୍ୟାଳୟ…
Read More...

ପବିତ୍ର ମୂଳାଷ୍ଟମୀ: ଆଜିଠୁ ଶ୍ରୀମନ୍ଦିରରେ ଷୋଳପୂଜା

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା। ମୂଳାଷ୍ଟମୀ ଅବସରରେ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ମାଆଙ୍କର ଘଟ ସ୍ଥାପନ ସହ ଆବାହନ କରାଯାଇଛି। ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ…
Read More...

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର: ଗୁପ୍ତ ସୁଡଙ୍ଗ ଚର୍ଚ୍ଚା ଉପରୁ ହଟିବ ପରଦା, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଯାଞ୍ଚ ଆଜି (ବୁଧବାରଠାରୁ) ଆରମ୍ଭ ହେବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଅତିରିକ୍ତ ମହାନିର୍ଦେଶକ ଏଥିପାଇଁ ଗଠିତ ଉଚ୍ଚସ୍ତରୀୟ ବୈଷୟିକ କମିଟିର…
Read More...

ଆଜି ବଳିବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ  । ବାମନ ରୂପୀ ବାଳକ ରୂପରେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନରେ ବିଜେ କରିବେ। ଶ୍ରୀବଳଭଦ୍ରଙ୍କୁ ରାଜବେଶ ଓ ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ସଜ୍ଜିତ କରାଯିବ ।…
Read More...