Browsing Tag

puri srimandira

ଆଜି ଚିତାଲାଗି ଅମାବାସ୍ୟା: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି। ଆଜି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଚିତାଲାଗି କରାଯିବ। ଏଥିପାଇଁ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ…
Read More...

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଗଲେ ଓଡ୍ରାଫ୍ ଟିମ୍: ବନ୍ଦ ହେଲା ଭକ୍ତଙ୍କ ପ୍ରବେଶ

ପୁରୀ : ଆଜି (ଗୁରୁବାର) ପୁଣି ଖୋଲିିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବା ନେଇ ସୂଚନା ରହିଛି।  ତେବେ  ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଆଧୁନିକ ସରଞ୍ଜାମ ସହ ଶ୍ରୀମନ୍ଦିର…
Read More...

ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉଙ୍କୁ ଆଜି ଲାଗି ହେବ ଦଶମୂଳ ମୋଦକ

ପୁରୀ : ଜ୍ବରପୀଡ଼ା ଲାଘବ ହେବା ପରେ ସୋମବାର ଚକା ଉପରେ ବିଜେ କରିଛନ୍ତି ଦାରୁବ୍ରହ୍ମ। ଶ୍ରୀଜଗନ୍ନାଥ ମନ୍ଦିର ଅନବସର ଘରେ ତିନୋଟି ଚକା ଉପରେ ଦଇତାପତି ମହାପ୍ରଭୁଙ୍କୁ ବିଜେ କରାଇଛନ୍ତି। ଅନବସର ଘର ତାଟି ଖୋଲିବା ପରେ…
Read More...

ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ପାଇଁ ୩ ଜଣିଆ କମିଟି: ଅଧିକ ଅଫିସର ମାଗିଲା ମନ୍ଦିର ପ୍ରଶାସନ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆରକ୍ଷୀ…
Read More...

ଆଜି ରୁକ୍ମିଣୀ ବିବାହ: ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ସୋମବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ବିବାହ ନୀତି ପାଳନ କରାଯିବ। ଏଥିଲାଗି ଆଜି ବନ୍ଦ ରହିବ ସାଧାରଣ…
Read More...

ଦର୍ଶନ ବ୍ୟବସ୍ଥାରେ ଆସୁନି ସୁଧାର : ବସିବ ସ୍ଵତନ୍ତ୍ର ପରିଚାଳନା କମିଟି ବୈଠକ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଖୁବଶୀଘ୍ର ବସିବ ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ। ଛତିଶା ନିଯୋଗ ସମେତ ବରିଷ୍ଠ ସେବକଙ୍କ ସହ ଆଲୋଚନା କରାଯିବ। ଭକ୍ତମାନେ ଯେପରି…
Read More...

ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ଵାର: ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ପୁରୀ: ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି। ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ଵାର। ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା। ସକାଳ ମଙ୍ଗଳ ଆଳତି ପରେ ଚାରି ଦ୍ଵାର ଖୋଲାଯାଇଛି। ସକାଳୁ ଭକ୍ତମାନେ…
Read More...

ଶ୍ରୀମନ୍ଦିର ପରିସରରେ ପୁଣି ଲାଗିଲା ଲାଇଟ୍

ପୁରୀ : ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଶନିବାର ପୁଣିଥରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଆଲୋକ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ଅନୁମତି ବିନା ବିଦ୍ୟୁତ୍ ହାଇ ଫୋକସ୍‌ ବଲ୍‌ବଗୁଡ଼ିକୁ କାଢ଼ି ନେଇଥିବା ଇଭେଣ୍ଟ…
Read More...

ଘନ କୁହୁଡି ଯୋଗୁଁ ସକାଳୁ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଲେ ଭକ୍ତ

ପୁରୀ: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତ ବଢିବା ସାଙ୍ଗକୁ ଅନେକ ସ୍ଥାନରେ ଘନ କୁହୁଡି ବି ଦୃଶ୍ୟମାନ ହେଉଛି । ଯାହାକି ସାଧାରଣ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଇଛି। ବୁଧବାର ପୁରୀରେ ନୀଳ ଚକ୍ର…
Read More...

ଅନ୍‍ଲାଇନରେ ମହାପ୍ରସାଦ ବିକ୍ରି ବିବାଦ: ପୁଲିସ ତଦନ୍ତ ପାଇଁ ମନ୍ଦିର ପ୍ରଶାସନର ସୁପାରିସ

 ପୁରୀ : ଅନ୍‍ଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ପୁଲିସ ତଦନ୍ତ ପାଇଁ ମଙ୍ଗଳବାର ସୁପାରିସ କରାଯାଇଛି । ଅନଧିକୃତ ଭାବେ ଏପରି କାର୍ଯ୍ୟ କରୁଥିବା ସଂସ୍ଥା ଓ
Read More...