Browsing Tag

puri news odia news odisha news

ସମୁଦ୍ରରେ ବୁଡି ଯାଉଥିବା ୫ ପର୍ଯ୍ୟଟକ ଉଦ୍ଧାର

ପୁରୀ : ପୁରୀ ସମୁଦ୍ରରେ ବୁଡି ଯାଉଥିବା ୫ ଜଣ ପର୍ଯ୍ୟଟକଙ୍କୁ ଶନିବାର ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୫ ଜଣ ପର୍ଯ୍ୟଟକ ଗୋଟିଏ ପରିବାରର ବୋଲି ଜଣାପଡିଛି। ପର୍ଯ୍ୟଟକଙ୍କ ମଧ୍ୟରେ ୩ ଜଣ ମହିଳା,ଜଣେ ନାବାଳକ ସମେତ ୫…
Read More...

ବନକଲାଗି ନୀତି ; ଆସନ୍ତାକାଲି ଜଗା ଦର୍ଶନ ବନ୍ଦ

ପୁରୀ : ଅନେକ ବାଦ ବିବାଦ ପରେ ଶ୍ରୀମନ୍ଦିରରେ ବୁଧବାର ହିଁ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଆସନ୍ତାକାଲି ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି ଅବସରରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।…
Read More...

ରତ୍ନଭଣ୍ଡାର ଖୋଲିବାକୁ ପରିଚାଳନା କମିଟି ବୈଠକରେ ସୁପାରିସ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ସୁପାରିସ ହୋଇଛି। ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟି ସୁପାରିସ କରିଛି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୁପାରିସ କରାଯାଇଛି। ବୈଠକ ପରେ…
Read More...

ପୁରୀ ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌‌

ପୁରୀ : ବାତିଲ ହେଲା ପୁରୀ ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି। ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ସମସ୍ତଙ୍କ ଛୁଟି ଜିଲ୍ଲାପାଳ ବାତିଲ କରିଛନ୍ତି। ଏନେଇ ଗୁରୁବାର ଖବର ମିଳିଛି। ବିନା ଅନୁମତିରେ ଛୁଟିରେ କର୍ମଚାରୀ…
Read More...

ଆସନ୍ତା ୯ରେ ଶ୍ରୀଜୀଉଙ୍କ ବନକଲାଗି ନୀତି

ପୁରୀ : ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଥିବା ବିବାଦର ଅନ୍ତ ହୋଇଛି। ଆସନ୍ତା ୯ ତାରିଖରେ ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି। ଏନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଶେଷ ନୀତି ନଥିବାରୁ…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ; ହାଇକୋର୍ଟରେ ସତ୍ୟପାଠ ଦାଖଲ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ମଙ୍ଗଳବାର ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଶେଷ ଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଖୋଲାଯାଇଥିଲା।…
Read More...

ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ

ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ। ଶନିବାର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ପର୍ଯ୍ୟଟକ ଜଣକ ବାଲେଶ୍ୱର ଜିଲ୍ଲା ଗୋଲାପୁର ଗ୍ରାମର ସଞ୍ଜୟ ଜେନା (୨୯)…
Read More...

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସରୁ ଚୋରି

ପୁରୀ : ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସରୁ ଶୁକ୍ରବାର ଚୋରି ହୋଇଥିବା ନେଇ ଖବର ମିଳିଛି। ଦାନବାକ୍ସକୁ ନୃସିଂହ ମନ୍ଦିର ପଛପଟୁ ଜେଟିପି ଉଦ୍ଧାର କରିଛି। ଦୁର୍ବୃତ୍ତ ଚୋରି ପରେ ଦାନବାକ୍ସକୁ ଫିଙ୍ଗି…
Read More...

ବୁଧବାର ବନକଲାଗି ; ନଚେତ୍‌‌ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ : ଆଜି ବୁଧବାର ବନକଲାଗି ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏନେଇ ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୨୦୧୮ର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରାଯାଏ। ମାତ୍ର ସେବାୟତ ଗୁରୁବାର ଏହି ନୀତି…
Read More...

ଆଜି ଶ୍ରୀଜୀଉଙ୍କ ଖସାପଡା ଲାଗି ନୀତି ; ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥିା ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ୟ୍ୟନ୍ତ ସର୍ବ…
Read More...