bjd gruha runa

ପୁରୀ ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌‌

BJD Bijuli 480×75 Mob

ପୁରୀ : ବାତିଲ ହେଲା ପୁରୀ ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି। ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ସମସ୍ତଙ୍କ ଛୁଟି ଜିଲ୍ଲାପାଳ ବାତିଲ କରିଛନ୍ତି। ଏନେଇ ଗୁରୁବାର ଖବର ମିଳିଛି। ବିନା ଅନୁମତିରେ ଛୁଟିରେ କର୍ମଚାରୀ ଯାଇ ପାରିବେନି।

Comments are closed.