Browsing Tag

odiya nesws

ତୀବ୍ର ଅବପାତରେ ପରିଣତ ହେଲା ଲଘୁଚାପ; ଝଡ଼ ତୋଫାନ ଆଶଙ୍କା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏବେ ତୀବ୍ର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି…
Read More...

୫ମ ଶ୍ରେଣୀ ଛାତ୍ରୀଙ୍କୁ ୯ମାସ ଧରି ବଳାତ୍କାର କରୁଥିଲେ କଲେଜ ଅଧ୍ୟକ୍ଷ

ପାଟ୍‍ନା: ମୁଜାଫରପୁର ଆଶ୍ରୟ ସ୍ଥଳ ନିର୍ଯାତନା ଘଟଣା ଏ ପର୍ଯ୍ୟନ୍ତ ତାଜା ଥିବା ବେଳେ ବିହାରରେ ପୁଣି ସେଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଜନୈକା ୫ମ ଶ୍ରେଣୀର ଛାତ୍ରୀଙ୍କୁ ସ୍କୁଲ୍‍ର ଅଧ୍ୟକ୍ଷ ଓ ଜଣେ…
Read More...

ଅଭିଜିତ୍‍ଙ୍କ ଓଡ଼ିଶା ବିରୋଧୀ ମନ୍ତବ୍ୟ: ତଦନ୍ତ ପାଇଁ ଗୃହ କମିଟି ଗଠିତ

ଭୁବନେଶ୍ୱର: ଅଭିଜିତ ଆୟାର ମିତ୍ର ଓଡ଼ିଶାର ସଂସ୍କୃତି, ଐତିହ୍ୟ ସର୍ବୋପରି ଓଡ଼ିଆମାନଙ୍କର ଭାବାବେଗ ସହିତ ଜଡ଼ିତ ଶ୍ରୀଜଗନ୍ନାଥଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ସମଗ୍ର ଓଡ଼ିଶାରେ ଦଳମତ…
Read More...

ନିଲାମ ହେଲା ମାଲ୍ୟାଙ୍କ ୨ ହେଲିକପ୍ଟର

ବେଙ୍ଗାଲୁରୁ: ଋଣ ଭାରରେ ବୁଡ଼ିବା ପରେ ଦେଶ ଛାଡ଼ି ଚାଲିଯାଇଥିବା କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ଦୁଇଟି ହେଲିକପ୍ଟରକୁ ନିଲାମ କରାଯାଇଛି। ମାଲ୍ୟାଙ୍କୁ ଋଣ ଦେଇଥିବା ୧୭ ସଦସ୍ୟ ବିଶିଷ୍ଟ ବ୍ୟାଙ୍କ କନ୍‍ସୋର୍ଟିୟମ୍‍…
Read More...

ପାଇଲଟ୍‍ଙ୍କ ଅବହେଳାରୁ ବିମାନ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ

ମୁମ୍ବଇ: ବିମାନ ଯାତ୍ରା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିମାନରେ ବାୟୁ ଚାପ କମ୍‍ ହୋଇଯିବା କାରଣରୁ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଛି। ଏହି ଘଟଣା ପରେ ବିମାନକୁ ପୁଣି…
Read More...

ପାକ୍‍ ସେନାଙ୍କ ବର୍ବରତା: ବିଏସ୍‍ଏଫ୍‍ ଯବାନଙ୍କ ଗଳାକାଟି ହତ୍ୟା

ଜାମ୍ମୁ: ପାକିସ୍ତାନ ସେନାଙ୍କ ବର୍ବରତାର ନମୁନା ପୁଣି ଦେଖିବାକୁ ମିଳିଛି। ଜାମ୍ମୁ ନିକଟସ୍ଥ ଆନ୍ତର୍ଜାତିକ ସୀମା ରେଖା ନିକଟରେ ଜଣେ ବିଏସ୍‍ଏଫ୍‍ ଯବାନ୍‍ଙ୍କୁ ଗଳା କାଟି ହତ୍ୟା କରିଛନ୍ତି ପାକିସ୍ତାନୀ ସେନା। ଏହାପରେ…
Read More...

ମୁକୁଳିିବେ ନୱାଜ୍‍ ସରିଫ

ଇସଲାମାବାଦ୍‍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‍ଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ନୱାଜ୍‍ଙ୍କ ଦଣ୍ଡକୁ ସ୍ଥଗିତ ରଖିବା ସହିତ ତାଙ୍କୁ ଜେଲ୍‍ରୁ ମୁକ୍ତ କରିବା ପାଇଁ ପାକିସ୍ତାନର ଏକ କୋର୍ଟ ନିର୍ଦେଶ…
Read More...

ଦର୍ଶକଙ୍କ ଗୋଡ଼ ଭାଙ୍ଗିଦେବାକୁ ଧମକ ଦେଲେ ବାବୁଲ ସୁପ୍ରିୟୋ

ଆସାନସୋଲ୍‍: ‘ଚୁପ୍‍ ଚାପ ଯଦି ନ ବସିବ ତେବେ ଗୋଡ଼ ଭାଙ୍ଗି ଦେବି। ଆଉ ହ୍ୱିଲ୍‍ ଚେୟାର ଧରାଇ ଦେବି।’ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍‍ଚେୟାର ପ୍ରଦାନ ପାଇଁ ଅର୍ଥ ସଂଗ୍ରହ ନିମିତ୍ତ ଆୟୋଜିତ ଏକ ସମାରୋହରେ ଜଣେ ଦର୍ଶକଙ୍କୁ ଏଭଳି…
Read More...

ପାକିସ୍ତାନର ଖର୍ଚ୍ଚ କାଟ ଯୋଜନା: ବୈଠକରେ କେବଳ ଚକଲେଟ୍‍

ଇସଲାମାବାଦ୍‍: ଗୁରୁତର ଆର୍ଥିକ ସଙ୍କଟରୁ ପାକିସ୍ତାନକୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କାଟ କରିବାରେ ଲାଗିଛନ୍ତି। ସରକାରୀ ଅଧିକାରୀଙ୍କ ବିଳାସପୂର୍ଣ୍ଣ ଗସ୍ତକୁ…
Read More...

୧୩,୫୦୦ ଟଙ୍କାରେ ଆମେରିକା ଯାତ୍ରା

ମୁମ୍ବଇ: ମାତ୍ର ୧୩,୫୦୦ ଟଙ୍କାରେ ଉଡ଼ାଜାହାଜରେ ଆମେରିକା କିମ୍ବା ୟୁରୋପ ଯିବାକୁ ଚାହୁଁଛନ୍ତି କି? ଏଭଳି ସୁଯୋଗ ଆଣିଦେଇଛି ୱ ଏୟାର ନାମକ ଏକ ବିମାନ ସେବା ପ୍ରଦାନକାରୀ ସଂସ୍ଥା। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରହିଛି।…
Read More...