Browsing Tag

odiya nesws

ଏଟିଏମ୍‍ରୁ ବାହାରୁଛି ମୋଦକ

ପୁନେ: ଟଙ୍କା ଓ ପାଣି ଏଟିଏମ୍‍ ବିଷୟରେ ଆପଣ ଶୁଣିଛନ୍ତି। କିନ୍ତୁ ମୋଦକ ଏଟିଏମ୍‍ ବିଷୟରେ ଜାଣିଛନ୍ତି କି? ମେସିନ୍‍ରେ କାର୍ଡ ଭର୍ତ୍ତି କଲେ ବାହାରୁଛି ମୋଦକ ବା ଲଡ଼ୁ। ପୁନେ ନିବାସୀ ସଞ୍ଜିବ କୁଲକର୍ଣ୍ଣୀ ଏଭଳି ଏକ…
Read More...

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମ ଦସ୍ତଖତ ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ଫାଇଲରେ କରିବି: ରାହୁଲ୍‍

କୁର୍ନୁଲ୍‍: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ମିଳିବ। ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ମୋର ପ୍ରଥମ ଦସ୍ତଖତ ଏ ସମ୍ପର୍କିତ ନିର୍ଦେଶନାମାରେ କରିବି। ଆନ୍ଧ୍ରବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି…
Read More...

ପୂର୍ବତନ ଅଧିକାରୀଙ୍କୁ ୧୨.୨୦ କୋଟି ଦେବାକୁ ଇନ୍‍ଫୋସିସ୍‍କୁ ନିର୍ଦେଶ

ବେଙ୍ଗାଲୁରୁ: ଇନ୍‍ଫୋସିସ୍‍ର ପୂର୍ବତନ ବିତ୍ତ ଅଧିକାରୀ ରାଜୀବ ବଂଶାଲ୍‍ଙ୍କୁ ୧୨.୨୦ କୋଟି ଟଙ୍କା ଦେବା ପାଇଁ ଇନ୍‍ଫୋସିସ୍‍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ବଂଶଲ୍‍ ୨୦୧୫ରେ ଇନ୍‍ଫୋସିସ୍‍ ଛାଡ଼ିଥିବା ବେଳେ ୨୪ ମାସର…
Read More...

୬ ହଜାର କାର୍ଡ ହଡ଼ପ ପରେ ଧରା ପଡ଼ିଲେ

ୱାଶିଂଟନ୍‍: ପ୍ରାୟ ୬ ହଜାର କାର୍ଡ ହଡ଼ପ କରିଥିଲେ ଜଣେ ପୋଷ୍ଟାଲ୍‍ କର୍ମଚାରୀ। ଗ୍ରେଟର ମିଲ୍‍ୱକି ଅଞ୍ଚଳରେ ନିୟୋଜିତ ଇବୋନୀ ସ୍ମିଥ୍‍ ନାମକ ଏହି କର୍ମଚାରୀ ଜଣକ ଗ୍ରୀଟିଂ କାର୍ଡ, ଗିଫ୍ଟ କାର୍ଡ,ଚେକ୍‍ ଏପରିକି…
Read More...

ଉପା ଅମଳରେ ହାଲ୍‍କୁ ରାଫେଲ୍‍ ଚୁକ୍ତିରୁ ବାଦ୍‍ ଦିଆଯାଇଥିଲା: ସିଥାରମଣ୍‍

ନୂଆଦିଲ୍ଲୀ: ଉପା ଅମଳରେ ରାଫେଲ୍‍ ଚୁକ୍ତି ବେଳେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‍(ହାଲ୍‍)କୁ ବାଦ୍‍ ଦିଆଯାଇଥିଲା। ଡାସଲ୍ଟ୍‍ ଏଭିଏସନ୍‍ର ଉତ୍ପାଦନ ସର୍ତ୍ତରେ ହାଲ୍‍ ରାଜି ନ ହେବାରୁ ଏହି ଗୁରୁତ୍ୱପୂର୍ଣ୍ଣ…
Read More...

ଦୁଇ ଦିନରେ ୨.୭୨ ଲକ୍ଷ କୋଟି ହରାଇଲେ ନିବେଶକ

ନୂଆଦିଲ୍ଲୀ: ସେୟାର ବଜାରରେ ଦେଖାଦେଇଥିବା ଅସ୍ଥିରତା ଯୋଗୁଁ ନିବେଶକ ମାନେ ଗତ ଦୁଇ ଦିନରେ ୨.୭୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ସୂଚକାଙ୍କର…
Read More...

ଯୁବକଙ୍କୁ ପିଟି ପିଟି ହତ୍ୟା

ପାଟ୍‍ନା: କିଛି ଦିନ ପରେ ପୁଣି ଥରେ ଭିଡ଼ ହିଂସା ଦେଖିବାକୁ ମିଳିଛି। ବିହାର ନାୱାଡା ଜିଲାରେ ଅନୁସୂଚିତ ଜାତିର ଜଣେ ଯୁବକଙ୍କୁ କିଛି ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆସିଛି। ପୁଲିସ ସୂଚନା ଅନୁଯାୟୀ,…
Read More...

ବକ୍ସ ଓ ବ୍ୟାଗ୍‍ ଭିତରୁ ମିଳିଲା ୧୨ ଶିଶୁର ମୃତ ଦେହ

ନାଇରୋବି: କେନିଆର ଏକ ଡାକ୍ତରଖାନାରୁ ବାକ୍ସ ଓ ବ୍ୟାଗ୍‍ ଭିତରେ ୧୨ଟି ଶିଶୁର ମୃତ ଶରୀର ଥିବା ଠାବ କରାଯାଇଛି। ନାଇରୋବି ରାଜ୍ୟପାଳ ମାଇକ ସୋଙ୍କୋ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ପୁମ୍‍ୱାନି…
Read More...

ତେଲେଙ୍ଗାନା ଅନର କିଲିଂ ପଛରେ ଆଇଏସ୍‍ଆଇ ଲିଙ୍କ!

ନାଲଗୋଣ୍ଡା/ତେଲେଙ୍ଗାନା: ଅନ୍ୟ ଜାତିରେ ବିବାହ କରିଥିବା ଯୁବକଙ୍କୁ ନିର୍ମମ ହତ୍ୟା ପଛର ଘଟଣାର ରହସ୍ୟ ଖୋଲିଛି ବିହାର ପୁଲିସ୍‍। ହତ୍ୟା ପଛରେ ଆଇଏସ୍‍ଆଇ ଲିଙ୍କ ଥିବା ବିହାର ପୁଲିସ ଦାବି କରିଛି। ହତ୍ୟା ପାଇଁ ୧ କୋଟି…
Read More...

ଏମ୍ସରେ ନୀତୀଶ

ପାଟ୍‍ନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଏମ୍ସରେ ଆଡ୍‍ମିଟ୍‍ ହୋଇଥିବା ନୀତୀଶଙ୍କ ନିକଟତମ ମହଲ…
Read More...