Browsing Tag

New Delhi

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଧୂଆଁ; ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ମସ୍କଟରୁ କୋଚିନ୍‌ ଯିବାକୁ ଥିବା ବିମାନରେ ଧୂଆଁ ଦେଖାଯିବା ପରେ ଉଡ଼ାଣ ବାତିଲ କରାଯାଇଛି। କୁହାଯାଉଛି ଯେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX ୪୪୨ ମସ୍କାଟରୁ କୋଚିନ୍‌କୁ…
Read More...

ରାଜପଥ ହେଲା କର୍ତ୍ତବ୍ୟ ପଥ

ନୂଆଦିଲ୍ଲୀ: କର୍ତ୍ତବ୍ୟ ପଥ ନାମରେ ନାମିତ ହେଲା ଦିଲ୍ଲୀର ଐତିହାସିକ ରାଜପଥ। ନୂଆଦିଲ୍ଲୀ ନଗରପାଳିକା ପରିଷଦ ବୁଧବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତବ୍ୟ ପଥର…
Read More...

ଜାତୀୟ ଶିକ୍ଷକ ପୁରସ୍କାର ୨୦୨୨: ସମ୍ମାନିତ ହେଲେ ଓଡ଼ିଶାର ଈଶ୍ବର ନାୟକ

ଡେସ୍କ: ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ୪୫ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସେମାନଙ୍କୁ ଜାତୀୟ…
Read More...

କଲ୍ୟାଣ ଚୌବେ ଏଆଇଏଫଏଫର ନୂତନ ଅଧ୍ୟକ୍ଷ; ବାଇଚୁଙ୍ଗ ଭୂତିଆ ବିଶାଳ ବ୍ୟବଧାନରେ ପରାସ୍ତ

ନୂଆଦିଲ୍ଲୀ: କଲ୍ୟାଣ ଚୌବେ ଅଖିଳ ଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)ର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛିନ୍ତି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କୁ ପରାସ୍ତ କରି ଅଧ୍ୟକ୍ଷ ପଦ ଜିତିଛନ୍ତି ଚୌବେ।…
Read More...

ଜରାୟୁ କର୍କଟ ବିରୋଧରେ ଦେଶକୁ ମିଳିଲା ପ୍ରଥମ ଟିକା

ନୂଆଦିଲୀ: ଜରାୟୁ କର୍କଟ ବିରୋଧୀ ଯୁଦ୍ଧରେ ଦେଶକୁ ମିଳିଛି ଏକ ପ୍ରଭାବଶାଳୀ ଅସ୍ତ୍ର। ଗୁରୁବାର ଦେଶରେ ଜରାୟୁ କର୍କଟ ନିରୋଧୀ ପ୍ରଥମ ଟିକା ଲଞ୍ଚ୍ ହୋଇଛି। ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ଏହି ଟିକାକୁ…
Read More...

ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ୍ ସେନଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ୍ ସେନଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟ ଘଟିଛି। ଅଭିଜିତଙ୍କ ଭାଇ ଡ. ପ୍ରଣବ ସେନ୍‌ ଏନେଇ…
Read More...

ଆରପାରିରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌

ନୂଆଦିଲ୍ଲୀ: ଟିକ୍‌ଟକ୍‌ ଷ୍ଟାର, ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌ଙ୍କ ପରଲୋକ ଘଟିଛି। ସୋମବାର ରାତିରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ୪୨ ବର୍ଷୀୟ ସୋନାଲୀ ତାଙ୍କର କିିଛି କର୍ମଚାରୀଙ୍କ ସହ…
Read More...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ଚଢାଉ; ୨୧ଟି ସ୍ଥାନରେ ରେଡ଼୍‌

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଶୁକ୍ରବାର ସିବିଆଇ ଚଢାଉ କରିଛି। ଅବକାରୀ ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କ ଘର ସମେତ ଦିଲ୍ଲୀ ଏନସିଆରର ୨୧ଟି ସ୍ଥାନରେ ଚଢାଉ କରିଛି…
Read More...

ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ଦିଲ୍ଲୀ ଏମ୍ସର ଭେଣ୍ଟିଲେଟରରେ ରଖାଯାଇଛି। ସୂଚନାଯୋଗ୍ୟ, ବୁଧବାର ଜିମ୍‌ରେ…
Read More...

ଉଡ଼ନ୍ତା ବିମାନ ଛାତରେ ୯୩ ବର୍ଷୀୟ ମହିଳା; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଆକାଶରେ ଉଡ଼ୁଛି ବିମାନ ଓ ତା’ର ଛାତ ଉପରେ ଠିଆ ହୋଇଛନ୍ତି ୯୩ ବର୍ଷୀୟ ଜଣେ ମହିଳା। ଯିଏ ବି ଏହି ଦୃଶ୍ୟ ଦେଖୁଛି ଚକିତ ହୋଇଯାଉଛି। ସାମାଜିକ ଗଣମାଧ୍ୟମରେ ଜଣେ ମହିଳାଙ୍କ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ…
Read More...