Browsing Tag

New Delhi

ସରକାର-କୃଷକ ୭ମ ପର୍ଯ୍ୟାୟ ଆଲୋଚନା ଜାରି

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ବୁଧବାର ୩୫ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ୭ମ ଥର ଲାଗି ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଏଥିପାଇଁ ୪୦ଟି…
Read More...

ଫାଷ୍ଟାଗରେ ଯୋଡ଼ିହେଲା ନୂଆ ଫିଚର୍‍, ଦୂର ହେବ ଟଙ୍କା ସହ ଜଡ଼ିତ ଅନେକ ସମସ୍ୟା

ନୂଆଦିଲ୍ଲୀ: ନୂଆ ବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୧ରୁ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଫାଷ୍ଟାଗ୍ (FASTag) ବାଧ୍ୟତାମୂଳକ କରାଯିବ। ଲୋକମାନେ ଫାଷ୍ଟାଗକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତା’ ମଧ୍ୟରୁ ଗୋଟିଏ…
Read More...

ଟିକ୍‌ରି ସୀମାରେ ଆଉ ଜଣେ ଚାଷୀଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡାରେ ଧାରଣାରେ ବସିଥିବା ଚାଷୀମାନଙ୍କ ଆନ୍ଦୋଳନ ଗୁରୁବାର ୨୨ ଦିନରେ ପହଞ୍ଚିଛି। ସେପଟେ ଥଣ୍ଡା ଯୋଗୁ ଜଣକ ପରେ ଜଣେ ଚାଷୀ ଆଖି ବୁଜିବାରେ ଲାଗିଛନ୍ତି। ଗତ କାଲି ଚାଷୀଙ୍କୁ ସମର୍ଥନ ଦେଇ ସନ୍ଥ…
Read More...

ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରୁ ୧୦ ମାନବ ଚୋରା ଚାଲାଣକାରୀ ଗିରଫ; ୧୪ ପିଲା ଉଦ୍ଧାର

ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରୁ ୧୦ ଜଣ ମାନବ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଏହାସହିତ ୧୪ ଜଣ ପିଲାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ସମସ୍ତ ପିଲା ୧୨ରୁ ୧୪…
Read More...

ଗ୍ଲୋବସ୍‍ ମାସ୍କ ପିନ୍ଧି ନିଟ୍‍ ପରୀକ୍ଷା ଦେବେ ବିଦ୍ୟାର୍ଥୀ

ନୂଆଦିଲ୍ଲୀ: ନିଟ୍‍ ପରୀକ୍ଷା ପାଇଁ ସୁପ୍ରିମକୋର୍ଟ ଏବଂ ସରକାରଙ୍କ ପାଖରୁ ସବୁଜ ସଙ୍କେତ ମିଳିବା ପରେ ନ୍ୟାସନାଲ୍‍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିଛି। କରୋନା କଟକଣାକୁ ଲକ୍ଷ୍ୟ କରି…
Read More...

ବୃୃକ୍ଷରୋପଣ ପାଇଁ ମିଳୁଥିବା ଅର୍ଥରେ ରାଜ୍ୟ ସରକାରମାନେ କିଣୁଛନ୍ତି ଗାଡି଼, ବନ୍ଦ କରିଦେବୁ ପାଣ୍ଠି: ଜାଭଡ଼େକର

ନୂଆଦିଲ୍ଲୀ: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କ୍ଷତିପୂରଣ ବୃକ୍ଷରୋପଣ ପାଣ୍ଠି(କେମ୍ପା) ପାଇଁ ଦିଆଯାଉଥିବା ଅର୍ଥର ଦୂରୁପଯୋଗ କରୁଥିବା ରାଜ୍ୟମାନଙ୍କୁ ସୋମବାର ଏକ ଚେତାବନୀ…
Read More...

ମହାନତା: ନିଜ ରକ୍ତ ଦେଇ ଗୁରୁତର ରୋଗୀର ଜୀବନ ବଞ୍ଚାଇଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ସାଧାରଣତଃ ଡାକ୍ତରଙ୍କୁ ଆମେ ଦେବଦୂତ ବୋଲି କହିଥାଉ। କାରଣ ସେ ହିଁ ଆମକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥାଆନ୍ତି। ଅନେକ ସମୟରେ ରୋଗୀକୁ ବଞ୍ଚାଇବା ପାଇଁ ସେମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦିଅନ୍ତି। ଅପର…
Read More...

୭୦ ଦିନ ପରେ ଜାମିଆରୁ ନୋଏଡାକୁ ଖୋଲିଲା ରାସ୍ତା, ବିକ୍ଷୋଭକାରୀ ଦୁଇ ଭାଗ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବି​‌ରୋଧରେ ଆନ୍ଦୋଳନ ଯୋଗୁ ୭୦ ଦିନ ଧରି ବନ୍ଦ ରହିଥିବା ଜାମିଆରୁ କାଳିନ୍ଦୀ କୁଞ୍ଜ ଅଭିମୁଖେ ଯାଇଥିବା ରାସ୍ତା ଶନିବାର ସନ୍ଧ୍ୟାରେ ଖୋଲିଛି। ଏହି ୯ ନମ୍ବର ରାସ୍ତାଟି…
Read More...